Odisha news

ଭଦ୍ରକ ଅବକାରୀ ବିଭାଗ ୨୦ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ୍

0

ଭଦ୍ରକ :ଭଦ୍ରକ ଅବକାରୀ ବିଭାଗ ହାତରେ ସହରାଞ୍ଚଳ ଥାନା ବନ୍ତଛକ ନିକଟରୁ ୨୦ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ପୂର୍ବ ସୂଚନା ପାଇ ସ୍ଥାନୀୟ ଅପର୍ତ୍ତିବିନ୍ଧା ଅଞ୍ଚଳର ସୁଜିତ ଦାସ ଓ ପ୍ରଶାନ୍ତ ବେହେରାଙ୍କୁ କାବୁ କରି ୨୦ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ୨ଜଣଙ୍କୁ ଗିରଫ୍‍ କରାଯାଇଛି

Leave A Reply