ଭଦ୍ରକ :ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଖେରଙ୍ଗ ପଞ୍ଚାୟତର ତଳବନ୍ଧ, ରାଉତସାହି, ନାକୁଆସାହିର ପ୍ରାୟ ୨ଶହ ବନ୍ୟାପାଣି ଘେରରେ ରହିଛନ୍ତି । ଏହି ବିପନ୍ନ ମାନଙ୍କ ନିକଟରେ ଆଜି ବିଜୁ ଛାତ୍ର ଜନତା ଦଳର ମହାସଚିବ ଲାଲା ଲଳିତ ନାୟକଙ୍କ ନେତୃତ୍ୱରେ ଯୁବନେତା-ପ୍ରଶାନ୍ତ ମାଝି, ପୁନିଆ ମାଝି, ଅର୍ଜୁନ ମାଝି, ଅନନ୍ତ ମାଝିଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସମସ୍ତ ପରିବାରକୁ ଥଣ୍ଡା, ଜ୍ୱର, କାଶ ଓ ଓଆରଏସ୍ ବଣ୍ଟା ଯାଇଥିଲା
