ଭୁବନେଶ୍ୱର,୨୫ା୬ : କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ।
ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଯେଉଁ ପରିମାଣରେ ବଢୁଛି ତାହା ଯେ ଖୁବଶୀଘ୍ର ଗୋଷ୍ଠୀ ସଂକ୍ରମଣକୁ ରୂପାନ୍ତରୀତ ନହେବ କହି ହେବ ନାହିଁ । ବ୍ରହ୍ମପୁର ସହରକୁ ଜିଲ୍ଲା ପ୍ରଶାସନ ୪ ଦିନ ପାଇଁ ସଟଡାଉନ
ଘୋଷଣା କରିଛି । ସରକାର ଯେତେ ଯାହା ପଦକ୍ଷେପ ନେଲେ ବି କରୋନା ରୋକୁ ନାହିଁ । ଫଳରେ ଦିନକରେ ଆଉ ୨୧୦ ପଜିଟିଭ ଚିହ୍ନଟ ହୋଇଥିଲାବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬
ହଜାର ପାଖାପାଖି ହୋଇଛି ।
Prev Post