ବାୟୁ ସେନା,ଭାରତୀୟ ସସ ସ୍ତ୍ର ବାହିନୀ ର ଏକ ଅଙ୍ଗ। ଭାରତୀୟ ଆକାଶ କ୍ଷେତ୍ର ରେ ସୁରକ୍ଷା ଓ ସଙ୍ଘାର୍ଷ ସମୟ ରେ ଆକାଶ ପଥ ରେ ଯୁଦ୍ଧ କରିବା ହେଉଛି,ଭାରତୀୟ ବୟୁସେନା ର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଏହା ଵିଧି ବଧ ଭାବରେ ୧୯୩୨ ମସିହା ଅକ୍ଟୋବର ୮ତାରିଖ ରେ ବ୍ରିଟିଶ ରାଜତ୍ଵ ଷାସନ୍ ଅଧୀନ ରେ ସ୍ଥା ପିତ ହୋଇଥିଲା।ଏହାକୁ ରାଜ କିୟ ବୟୁସେନା ଉପାଧି ତଥା ମାନ୍ୟତା ୧୯୪୫ରେ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ରେ ଅବଦାନ ପାଇଁ ମିଳିଥିଲା।୧୯୪୭ରେ ଭାରତ ସ୍ୱାଧୀନତା ହେଲା ପରେ ଏହି ଉପଦ୍ଧୌକନ୍ କୁ ବାହାର କରି ଦିଆ ଯାଇ ଥିଲା।
ଏହି ବିଭାଗରେ ପ୍ରାୟ ୧୨୮୦୦୦ ସୈନିକ ୧୫୯୦ ଟି ବିମାନ କାର୍ଯ୍ୟ ରତ।ଦ୍ଵିତୀୟ ବିଶ୍ୱଜୁଧ ରେ ବୟୁସେନା ର ଅବଦାନ ଅତୁଳନୀୟ।ଭାରତ ଓ ପକିସ୍ଥାନ୍ ମଧ୍ୟରେ ଓ ଚୀନ ସହ ଯୁଦ୍ଧ ସମୟରେ ବୟୁସେନା ତାର ପରାକ୍ରମ୍ ଦେଖାଇ ଥିଲା। ବୟୁସେନା ରେ ଅତ୍ୟଧୁନିକ ଯୁଦ୍ଧ ବିମାନ ରାଫେଲ୍ ବିମାନ ବାହିନୀ ରେ ସାମିଲ୍ ହୋଇଛି।ଆଉ ଏକ ମହତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଲା ପ୍ରଥମ ମହିଳା ପା ଇଲତ ଭାବେ ଷିବାଙ୍ଗି ସିଂ ଭାରତୀୟ ବାୟୁ ସେନା ର ଶକ୍ତି ବୃଦ୍ଧି ସହ ମହିଳା ସସ କ୍ତ ତଥା ଭାରତୀୟ ନାରୀ ଶକ୍ତି ପାଇଁ ଏକ ଗୌରବ ମୟ ଅଧ୍ୟାୟ।ଗତ ବର୍ଷ ଜୁଲାଇ ୨୩ ତାରିଖ ରେ ଭାରତ ସରକାର ଙ୍କର ପ୍ରତିରଖ୍ୟା ମନ୍ତ୍ରାଲୟ ଭାରତୀୟ ସେନା ରେ ମହିଳା ଅଧିକାରୀ ଙ୍କୁ ପର୍ମାନେନ୍ତ୍ କମିଶନ ରେ ନିଜୁକି ଦେବ ପାଇଁ ଏକ ମଞ୍ଜୁରୀ ପତ୍ର ଜାରି କରିଥିଲେ। କାରଣ ଏହା ଦ୍ୱାରା ମହିଳା ମାନେ ଅଧିକାରୀ ପାଦରେ ଅବସ୍ଥପିତ୍ ହୋଇ ଅଧିକ ସସକ୍ତ୍ ହେବସହ ସଙ୍ଘଥନ୍ ରେ ବଡ ଭୂମିକା ନେଇ ପାରିବେ।ଏହି ଆଦେଶ ରେ ସାର୍ଟ ସର୍ଭିସ୍ କମିଶନ ରେ ଥିବା ପ୍ରତିରଖ୍ୟା ସିଗ୍ ନାଲ୍,ଇଞ୍ଜିନିଅର୍ସ୍ ,ଆର୍ମି ଅୱ୍ଇଏସନ୍,ଏଲ୍କୋର୍ନିକ୍ସ୍ ଓ ମେକନିକଲ୍ ଇଞ୍ଜିନିୟର୍ସ୍ ଆର୍ମି ସର୍ଭିସ୍ କଓର୍ ଆର୍ମି ଏଭିଏସନ୍ ଏ ସବୁ ଥିରେ ମହିଳା ମାନେ ଅଧିକାରୀ(ଅଫିସର)କେଦ୍ଦର୍ ରେ ପର୍ମାନେନ୍ତ୍ କମିଶନ ରେ ନିଯୁକ୍ତି ପାଇଁ ପାରୁଛନ୍ତି।ଏହା ବ୍ୟତୀତ ଏଜୁକେସନ୍ କର ବିଚାରପତି ବା ଅଧିବକ୍ତା ରେ ଥିବା ମହିଳା ଅଧିକାରୀ ମାନେ ବି ଏହି ସୁବିଧା ପାଇବେ।
ଏଥିଇପୈନ୍ ପର୍ମାନେନ୍ତ୍ ସିଲେକ୍ସନ୍ ବୋର୍ଡ ଗଠନ କରା ଯାଇଛି।ବୟୁସେନା ରେ ନିୟୋଜିତ ମହିଳା ଅଧିକାରୀ ମାନେ ଅନ୍ୟ ମାନଙ୍କ ଭଳି ସମାନ ଅଧିକାର ପାଉଛନ୍ତି।ପ୍ରଥମ ମହିଳା ପାଇଲତ୍ ଭାବେ ସୁନା ଝିଅ ସିବଙ୍ଗି ସିଂ ସବୁଠାରୁ ଶକ୍ତି ସାଳି ଯୁଦ୍ଧ ବିମାନ ରାଫେଲ ଉଡାଇ ସୌଓଭଗ୍ୟ ଅର୍ଜନ କରିଛନ୍ତି।ଫ୍ଲାଇଟ ଲେଫ୍ଟ ନନ୍ତ୍ ସିବଙ୍ଗି ସିଂ ଅମ୍ବାଲ ଐର ବେଶ ରେ ରାଫେଲ୍ ପାଇଁ ବୈସୈଇକ୍ ତାଲିମ ନେଇଥିଲେ।କ୍ରୁତିତ୍ଵ ର ସହ ତାଲିମ ଶେଷ କରି କାର୍ଯ୍ୟ ରେ ଯୋଗ ଦେଲେ।ରାଫେଲ ର ପ୍ରଥମ ସ୍କ୍ରଦେନ୍ ର ଅଂଶ ବିଶେଷ ସେ ଅଟନ୍ତି।ଏଲ ଏ ସି ଆକାଶ ରେସିବଙ୍ଗି ସିଂ ସଫଳତା ର ସହିତ ଉଡାଇ ଥିବାରୁ ଭାରତ ଗୌରବା ନ୍ଵିତ୍।ବାୟୁ ସେନା ଇତିହାସ ରେଏକ୍ ନୂଆ ଅଧ୍ୟାୟ ଯୋଡି ହୋଇ ଯାଇଛି।କେବଳ ରାଫେଲ ନୁହଁ ଏପରି ଅନେକ ଅତ୍ୟଧୁନିକ୍ ଜ୍ଞାନ କୌସଲ୍ ରେ ନିର୍ମିତ୍ ଯୁଦ୍ଧ ବିମାନ ଆକାଶ ବାହିନୀ ରେ ଅନ୍ତର୍ଭୁକ୍ତ।ଏଣୁ ଶତ୍ରୁ ସବଧାନ୍।ଭାରତ କୁ ଦୁର୍ବଳ ମନେକରିବ ଉଚିତ ନୁହଁ।ଭାରତ ଶାନ୍ତି ପ୍ରିୟ ଦେଶ।ତାର ମାନେ ନୁହଁ ଯେ କେହି ଆମ ଉପରେ ଆକ୍ରମଣ କଲେ,ଭାରତ ଚୁପ ବସି ରହିବ!ନିଶ୍ଚିତ ଭାବେ ପ୍ରତି ଆକ୍ରମଣ କରିବ୍।ଉଚିତ ଜବାବ ଦେବ।
ରାଫେଲ ବ୍ୟତୀତ ମିଗ୍୨୧,ମିଗ୍୨୯ ଏହିପରି ଅନେକ ଜୁଧ୍ ବିମାନ ସାମିଲ ହୋଇଛି ଆକାଶ ବାହିନୀ ରେ।ଏସବୁ ଅତ୍ୟଧୁନିକ୍ ଜୁଧ୍ ବିମାନ ଉଡାଇ ବା ପାଇଁ ୧୦ଜନ ମହିଳା ପାଇଲ ତ୍ ସହ କିଛି ପୁରୁଷ ପାଇଲ ତ୍ ନିଜୁକ୍ତ ଅଛନ୍ତି।ବାୟୁ ସେନା ପକ୍ଷରୁ ଜୁଧ୍ ବିମାନ ରେ କାର୍ଯ୍ୟ ରତ ପ୍ରଥମ ତିନି ମହିଳା ପାଇଁଲ୍ ତ ଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରା ଯାଇଛ।ଫ୍ଲୈଙ୍ଗ୍ ଲେଫ୍ଟ ନେନ୍ତ୍ ଗୁଞ୍ଜନ ସସ୍କେନା ଙ୍କୁ କାର୍ଗିଲ ଗାର୍ଲ ଭାବେ ଭଲ ଭାବେ ଜଣା ସୁନା।ଭାରତ ସୀମା ଭିତରୁ କାର୍ଗିଲ ଯୁଦ୍ଧ ରେ ସାହସୀ କ ତା ର ସହ ଶତ୍ରୁ ପକ୍ଷ ରସୈନିକ୍ ଙ୍କ ଉପରେ ଗୁଳି ବର୍ସନ୍ କରି ଥିଲେ।ଯୁଦ୍ଧ ବିମାନ ରେ କାର୍ଯ୍ୟ କରି ଥିବା ପ୍ରଥମ ତିନି ମହିଳା ଙ୍କୁ ମହା ମହିମ୍ ରାଷ୍ଟ୍ରପତି ଅନ୍ତର୍ଜାତୀୟ ମହିଳା ଦିବସ ରେ ନାରୀ ଶକ୍ତି ରେ ପୁରସ୍କ୍ରୁତ୍ କରି ଥିଲେ।ସେମାନେ ହେଲେ ମୋହନା ସିଂ ଜିତର୍ ଵାଲା ,ଭାବନା କାନ୍ତ ଓ ଅବନୀ ଛତୁର୍ବେଦି।ଏଇ ମାନେ ହେଲେ ଆମ ଦେଶ ତଥା ଜାତିର ଗର୍ବ ଓ ଗୌରବ।ଏବେ ଆମେ ପ୍ରତିରଖ୍ୟା କ୍ଷେତ୍ରରେ ଆତ୍ମ ନିର୍ଭର୍ ସିଲ,ବାୟୁ ସେନା କ୍ଷେତ୍ର ରେ ବି।
