Odisha news

ଜଳିଗଲା ନଡାଗଦା , ଗୋରୁ ଖାଇବେ କଣ ?

0
ବାରଙ୍ଗ : ରବିବାର ଅପରାହ୍ନରେ ରଘୁନାଥପୁର ଗ୍ରାମ ର ଗଡସାହି ମଙ୍ଗଳାମନ୍ଦିର ସାମ୍ନା ରେ ରହୁଥିବା  ଅମରସାହୁଙ୍କ ନଡାଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଛି । ଏହି ନିଆଁରେ  ନଡାସମ୍ପୁର୍ଣ ପୋଡି ପାଉଁଶ ହୋଇ ଯାଇଛି ।ଅମର କହିବା ମୁତାବକ ସେ ରଖିଥିବା ଗୃହପାଳିତ ପଶୁମାନଙ୍କ ପାଇଁ ତାଙ୍କ କୋଠାଉପରେ ୫ରୁ୭ହଜାରେ ନଡା ରଖିଥିଲେ ।ରବିବାର ଅପରାହ୍ନ ସମୟରେ ଅଚାନକ ନଡାଗଦାରେ ନିଆଁ ଲାଗିଯାଇଥିଲା ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବା ବେଳେ କେହି ନିଆଁ ଲଗେଇଦେଇ ଥିବା ସନ୍ଧେହ କରିଛନ୍ତି । ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା । ହେଲେ ପାଟି ଫିଟୁନଥିବା ଗୋରୁ କଣ ଖାଇବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି ।
Nalco
Leave A Reply