Odisha news

ସୋସିଆଲମିଡିଆରେ ନନ୍ଦନକାନନ ପାଳିଲା ଆର୍ନ୍ତଯାତିକ ବ୍ୟାଘ୍ରଦିବସ

0

ବାରଙ୍ଗ : ନନ୍ଦନକାନନ ବୁଧବାର ଦିନ ଆର୍ନ୍ତଯାତିକ ବ୍ୟାଘ୍ରଦିବସ ପାଳନ କରିଛି ।ତେବେ କରୋନା ମହାମାରୀ ପାଇଁ ବିନା ସମାଗମରେ ଏହାକୁ ନିଆରା ଭାବେ ପାଳିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।କରୋନା ପାଇଁ ନନ୍ଦନକାନନ ବନ୍ଦ ରହିଥିବାବେଳେ ଅନଲାଇନ ମାଧ୍ୟମରେ ଏହାକୁ ପାଳନ କରାଯାଇଛି ।ବ୍ୟାଘ୍ରସଂରକ୍ଷଣକୁ ନେଇ ଏକ କୁଇଜ ପ୍ରତିଯୋଗିତା ମଧ୍ୟ ଆୟୋଜନ ମଧ୍ୟ ଅନଲାଇନରେ କରିଛନ୍ତି କର୍ତୁପକ୍ଷ ।

ନନ୍ଦନକାନନର େଓବସାଇଟରେ ଉପଲବ୍ଧ ହୋଇଥିବା  ୨୦ଟି ପ୍ରଶ୍ନ ମଧ୍ୟରୁ ଶତକଡା ୭୫ଭାଗ ସଠିକ ଉତରଦାତାକୁ ଇ-ମେରିଟ୍ ସାଟିଫିକେଟ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାସହ ଫେସ୍ବୁକରେ ମଧ୍ୟ ଏକ ଭିଡିଓକ୍ଲିପ୍ ମାଧ୍ୟମରେ  ବାଘସଂରକ୍ଷଣ ନିମନ୍ତେ ସଚେତନ କରାଈଛନ୍ତି ।ଏହାସହିତ କାନନ ଓ ନନ୍ଦନ  ବାଘର ଇତିହାସ ନନ୍ଦନକାନନ ପାଇଁ  ଗୈ÷ାରବ ସୃଷ୍ଟିକରିଥିବା ବିଷୟକୁ ପିସିସିଏଫ ସନ୍ଦିପ ତ୍ରିପାଠୀ ଟୁଇଟ ଯୋଗେ ଜଣାଥିବାର ଜଣାପଡିଛି ।

Leave A Reply