Odisha news

ଉଦ୍ଧାର କୋଚିଲାଖାଇ ନନ୍ଦନକାନନ ଆସିଲା

0
ବାରଙ୍ଗ :  ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ଉଦ୍ଧାର ୩ ଟି କୋଚିଲାଖାଇ ନନ୍ଦନକାନନକୁ ଆସିଲା କୋଚିଲାଖାଇ ପକ୍ଷୀ ଆସିଛି ।ଏହି ପକ୍ଷୀ ୩ଟି ବାଲିପାଟଣା ଅଂଚଳର ଜଣଙ୍କ ଘରେ ପଶିଯାଇଥିବାର ପରିବାର ଲୋକଙ୍କଠାରୁ ଖବରପାଇ ଖୋର୍ଦ୍ଦା ଡିଭିଜନର ବନବିଭାଗ କର୍ମଚାରୀମାନେ ଯାଇଥିଲେ ।ବନବିଭାଗ କର୍ମଚାରୀମାନେ ସେଠାରୁ ୩ଟିପକ୍ଷୀକୁ ଉଦ୍ଧାର କରି ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି ।ତେବେ ନନ୍ଦନକାନନରେ ପହଁଚିବାପରେ କୋଚିଲଖାଇ ୩ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିସ୍‌ାଳୟରେ ରଖାଯାଇଛି ।ତେବେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ  ୫ ରେ ପହଁଚିଛି ।
Ad2
Leave A Reply