Odisha news

ଦାମୀକାରରେ ହେଉଥିଲା ଗଞେଇ ଚୋରାଚାଳଣ ମାଡ଼ି ବସିଲା ପୋଲିସ

0
ବାରଙ୍ଗ :  ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ବିଶେଷ ସୂତ୍ରରୁ ଚନ୍ଦକା ଖବର ପାଇ  ଏକ ପେଶାଦାର ଗଞେଇବେପାରି ର‌୍ୟାକେଟକୁ ଶନିବାର ଦ୍ୱହିପହରରେ ଧରିବା ସହ ସେମାନଙ୍କଠାରୁ ୩ଟିଦାମୀକାରରେ ଅଣାଯାଉଥିବା ୬୬କେଜି୫୦୦ଗ୍ରାମର ଗଞେଇକୁ ଜବତ କରିଛି । ରବିବାରଦିନ ଚୋରାଗଞେଇବେପାରି୪ଜଣଙ୍କୁ ଗିିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଖୋର୍ଦ୍ଧାସଦରଥାନାଅଧିନସ୍ଥ ନନ୍ଦପୁରଗ୍ରାମର ଭିମମାଧବଦଳେଇ ,ଚନ୍ଦ୍ରଶେଖରପୁରଥାନାଅଧିନସ୍ଥ ଶୈଳଶ୍ରୀବିହାରରେ ରହୁଥିବା ବବୁଲକୁମାରଦାସ ,ଚାନ୍ଦବାଲି ଥାନାଅଧିନସ୍ଥ ପଳାଶପୁର ଗ୍ରାମର ମନୋରଞନରାଉତ,ସାଲେପୁରଥାନାଅଧିନସ୍ଥ ରାଇସୁଙ୍ଗଡାଗ୍ରାମର ଖିରୋଦ କୁମାର ସାହୁ ।
          ପ୍ରକାସ ଯେ,ଶନିବାର ଦ୍ୱିହିପହର ସମୟରେ ଖୋର୍ଦ୍ଧାରୁ କଟକକୁ ପିତାପଲ୍ଲୀଦେଇ ଚୋରାରେ ଗଞେଇଚାଳଣ ହେଉଥିବାର ଖବରପାଇ ମେଣ୍ଢାଶାଳ ଫାଣ୍ଡିପୋଲିସ ଚନ୍ଦକାଥାନାକୁ ଜଣାଇଥିଲା ।ଏହାପରେଚନ୍ଦକାଥାନା ପୋଲିସ ଏକ ଟିମ୍ ଗଠନକରି ଝୁମକାରାସ୍ତା ଗୋଡିବାରୀପାଖରେ ପିତାପଲ୍ଲୀ-ବାରଙ୍ଗମୁଖ୍ୟରାସ୍ତାରେ ନାକାବନ୍ଦି କରିଥିଲା ।ପୋଲିସକୁ ଚକମା ଉଦେଶ୍ୟରେ ୩ଟିକାରରେ ଆସୁଥିବା ଗଞେଇ ପିତାପଲ୍ଲୀ ଛକ ଅତିକ୍ରାନ୍ତ ପରେ ପୋଲିସ ସୁଚନାପାଇଁ ସଜାଗ ହୋଇଯାଇଥିଲା ।ଦ୍ରୁତଗତିରେ ପିତାପଲ୍ଲୀପଟରୁ ବାରଙ୍ଗ ପଟକୁ ଆସୁଥିବା ୩ଟିକାରକୁ ରୋକି ପୋଲିସ ଯାଂଚ କରିବାପରେ ୨ଜଣ ବସିଥିବା ଓଡି୦୨-ସିସି-୧୧୬୨ନଂକାରରୁ ୨୩କେଜି, ଜଣେ ଚଲାଉଥିବା ଓଡି୧୨-ଏ-୮୦୯୭ନଂକାରରୁ ୨୧କେଜି୪୦୦ଗ୍ରାମ, ଜଣେ ଚଲାଉଥିବା ଓଡି୦୫ବିଏମ-୧୦୮୭ନଂ କାରରୁ ୨୨କେଜି୨୦୦ଗ୍ରାମ ଗଞେଇ ଓ ୬ଟି ମୋବାଇଲଫୋନକୁ ଜବତକରିବାରେ ପୋଲିସ ସକ୍ଷମ ହୋଇଥିଲା ।ପୋଲିସ ଘଟଣାସ୍ଥଳରୁ ୪ଜଣ ଗଞଇବେପାରି ଭିମମାଧବଦଳେଇ ,ବବୁଲକୁମାରଦାସ ମନୋରଞନରାଉତ, ଖିରୋଦ କୁମାର ସାହୁ ଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ପଚରାଉଚରା କରିବାପରେ ସେମାନେ ଗତ୪ବର୍ଷଧରି ଗଞେଇବେପାର କରୁଥିବାବେଳେ କନ୍ଧମାଳରୁ ଗଞେଇଆଣି ଖୋର୍ଦ୍ଧାରେ ରଖି ପର୍ଯ୍ୟାୟକ୍ରମେ କଟକକୁ ଚୋରାଚାଳଣ କରୁଥିବାର ପୋଲିସ ଜାଣିବାକୁପାଇଥିଲା । ଏମାନଙ୍କ ମଧ୍ୟରୁ ବବୁଲନାମରେ ତମାଣ୍ଡୋ ଓ କ୍ୟାପିଟାଲଥାନା ଓ ମନୋରଞନଙ୍କନାମରେ ବାଲିଗୁଡାଥାନାରେ ଏନଡିପିଏସ ମକଦ୍ଦମା ଥିବାର ପୋଲିସ ତଦନ୍ତ ସମୟରେ ଜାଣିବାକୁପାଇଛି ।ରବିବାରଦିନ ୩୪୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ସେମାନଙ୍କୁ କୋର୍ଟଚାଳଣ କରାଯାଇଛି ବୋଲି ଜୋନ-୬ଏସିପି ରମେଶଚନ୍ଦ୍ରବିଶୋଇ ସୁଚନା ଦେଇଛନ୍ତି ।

Leave A Reply