Odisha news

ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ ଶ୍ରୀ ପାଣ୍ଡିଆନ

0
ଭୁବନେଶ୍ୱର 18/9 : ଭୁବନେଶ୍ୱର ସ୍ଥ ବରମୁଣ୍ଡା  inter state bus terminal ରାଜ୍ୟର ବ୍ୟସ୍ତ ବସ  terminnal. ପ୍ରତିଦିନ  ଏଠାରୁ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ  ବସ  ଚଳା ଚଳ  କରିଥାଏ l ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା  ଆବଶ୍ୟକତା  କୁ ଦୃଷ୍ଟିରେ ରଖି  5T ଉପକ୍ରମରେ ଏହି ବସ  terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ  ଚାଲିଚ୍ଛି l
ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ  ( 5T ) ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ  ଶ୍ରୀ ସଞ୍ଜୟ  ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ  ଡିପୋ କାମର  ଅଗ୍ରଗତି  ସମୀକ୍ଷା  କରିଥିଲେ . ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ISBT କାମ  ଶେଷ  କରିବାକୁ  ସେ ନିର୍ଦେଶ ଦେଇଥିଲେ l
ଵସ  ଡିପୋ କାମ  ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି  ସନ୍ତୋଷ ଜନକ  ରହିଁଛି l ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି  180 କୋଟି ଟଙ୍କା ବ୍ୟୟ ରେ 11.48 ଏକର  ଜମି  ଉପରେ  ନିର୍ମିତ ISBT ବରମୁଣ୍ଡା ରେ ପାର୍କିଙ୍ଗ ATM, food court,shop  restaurant,  commercial space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି . ସେଠାରୁ ଶହେ ରୁ ଅଧିକ  ଵସ  ଚଳାଚଳ ର ବ୍ୟବସ୍ଥା କରାଯାଇଛି
Nalco
Leave A Reply