Odisha news

୨୦୨୧ ର ବ୍ୟାଙ୍କ୍ ଛୁଟି ତାଲିକା : ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ୍

0

ନୂଆଦିଲ୍ଲୀ :୨୦୨୧ ନୂଆ ବର୍ଷରେ ସମଗ୍ର ଭାତର ବର୍ଷରେ ୪୦ ଦିନରୁ ଅଧିକ ବ୍ୟାଙ୍କ୍ ବନ୍ଦ ରହିବ l ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ଛୁଟିରେ ସୂଚୀ ଜାରି କରିଛନ୍ତି l ଜାତୀୟ ଅବକାଶ ସରକାରୀ ଅବକାଶକୁ ନେଇ ବ୍ୟାଙ୍କ୍ ବନ୍ଦ ରହିବ l ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଙ୍କ ନିର୍ଦେଶ ଅନୁସାରେ ରବିବାରକୁ ଛାଡି ମାସର ଅନ୍ୟ କେଉଁ ଦିନରେ ବ୍ୟାଙ୍କ୍ ବନ୍ଦ ରହିବ ସେ ବିଷୟରେ ସୂଚିତ କରାଯାଇଛି ,ତା ସହିତ ପ୍ରତେକ ମାସ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ l ଏହା ବ୍ୟତୀତ ରାଜ୍ୟ ଅନୁସାରେ ସ୍ଥାନୀୟ ପର୍ବ ପର୍ବାଣୀକୁ ନେଇ ବ୍ୟାଙ୍କ୍ ମଧ୍ୟ ଛୁଟି ଘୋଷଣା କରିବେ l ନୂଆ ବର୍ଷରେ କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ ଆସନ୍ତୁ ସେ ବିଷୟରେ ଜାଣିବା l

ନୂଆ ବର୍ଷର ବ୍ୟାଙ୍କ୍ ଛୁଟି ତାଲିକା –
ଜାନୁଆରୀ -୧ ଜାନୁଆରୀ ,ଶୁକ୍ରବାର -ନୂଆବର୍ଷ ଛୁଟି l ୨ ଜାନୁଆରୀ ,ଶନିବାର – ନୂଆବର୍ଷ ଛୁଟି l ୯ ଜାନୁଆରୀ,ଦୁତୀୟ ଶନିବାର l ୧୧ ଜାନୁଆରୀ ,ସୋମବାର -ମିସନାରୀ ଦିବସ l ୧୪ ଜାନୁଆରୀ ,ଗୁରୁବାର -ମକର ସଂକ୍ରାନ୍ତି ଓ ପୋଙ୍ଗଲ l ୨୩ ଜାନୁଆରୀ ,ଚତୁର୍ଥ ଶନିବାର l ୨୬ ଜାନୁଆରୀ ,ମଙ୍ଗଳବାର -ଗଣତନ୍ତ୍ର ଦିବସ l

ଫେବୃଆରୀ –
୧୩ ଫେବୃଆରୀ,ଶନିବାର -ଦୁତୀୟ ଶନିବାର l ୧୬ ଫେବୃଆରୀ,ମଙ୍ଗଳବାର -ବସନ୍ତ ପଞ୍ଚମୀ l ୨୭ ଫେବୃଆରୀ,ଶନିବାର -ଗୁରୁ ରବି ଦାସ ଜୟନ୍ତୀ l
ମାର୍ଚ୍ଚ –
୧୧ ମାର୍ଚ୍ଚ ,ଗୁରୁବାର -ମହାଶିବରାତ୍ରି l ୧୩ ମାର୍ଚ୍ଚ ,ଦୁତୀୟ ଶନିବାର l ୨୭ ମାର୍ଚ୍ଚ ,ଚତୁର୍ଥ ଶନିବାର l ୨୯ ମାର୍ଚ୍ଚ ,ସୋମବାର -ହୋଲି l
ଅପ୍ରେଲ –
୨ ଅପ୍ରେଲ,ଶୁକ୍ରବାର -ଗୁଡ୍ ଫ୍ରାଇଡେ l ୮ ଅପ୍ରେଲ,ଗୁରୁବାର-ବୁଦ୍ଧ ପୂର୍ଣ୍ଣିମା l ୧୦ ଅପ୍ରେଲ,ଶନିବାର -ଦୁତୀୟ ଶନିବାର l ୧୪ ଅପ୍ରେଲ,ଗୁରୁବାର -ବୈଶାଖୀ ଓ ଡ.ଆମ୍ବେଦକର ଜୟନ୍ତୀ l ୨୧ ଅପ୍ରେଲ,ଶନିବାର-ଚତୁର୍ଥ ଶନିବାର l ୨୫ ଅପ୍ରେଲ,ରବିବାର -ମହାବୀର-ଜୟନ୍ତୀ l
ମଇ –
୧ ମଇ ,ଶନିବାର -ଶ୍ରମିକ ଦିବସ l ୮ ମଇ ,ଶନିବାର -ଦୁତୀୟା ଶନିବାର l ୧୨ ମଇ ,ବୁଧବାର-ଇଦ-ଉଲ୍-ଫିତର l ୨୨ ମଇ ,ଚତୁର୍ଥ ଶନିବାର l
ଜୁନ –
୧୨ ଜୁନ ,ଦୁତୀୟା ଶନିବାର l ୨୬ ଜୁନ ,ଚତୁର୍ଥ ଶନିବାର l
ଜୁଲାଇ –
୧୦ ଜୁଲାଇ ,ଦୁତୀୟ ଶନିବାର l ୨୦ ଜୁଲାଇ ମଙ୍ଗଳବାର -ବକ୍ରୀ ଇଦ୍ l ୨୪ ଜୁଲାଇ ଚତୁର୍ଥ ଶନିବାର l
ଅଗଷ୍ଟ –
୧୦ ଅଗଷ୍ଟ ,ମଙ୍ଗଳବାର -ମୋହରମ l ୧୪ ଅଗଷ୍ଟ -ଦୁତୀୟା ଶନିବାର l ୧୫ ଅଗଷ୍ଟ ,ରବିବାର -ସାଧାରଣତନ୍ତ୍ର ଦିବସ l ୨୨ ଅଗଷ୍ଟ ,ରବିବାର -ରକ୍ଷା ବନ୍ଧନ l ୨୮ ଅଗଷ୍ଟ ଚତୁର୍ଥ ଶନିବାର l ୩୦ ଅଗଷ୍ଟ ,ସୋମବାର -ଜନ୍ମାଷ୍ଟମୀ l
ସେପ୍ଟେମ୍ବର-
୧୦ ସେପ୍ଟେମ୍ବର ,ଶୁକ୍ରବାର -ଗଣେଶ ଚତୁର୍ଥୀ l ୧୧ ସେପ୍ଟେମ୍ବର ,ଦୁତୀୟ ଶନିବାର l ୨୫ ସେପ୍ଟେମ୍ବର ,ଚତୁର୍ଥ ଶନିବାର l
ଅକ୍ଟୋବର –
୨ ଅକ୍ଟୋବର,ଶନିବାର -ଗାନ୍ଧୀ ଜୟନ୍ତୀ l ୯ ଅକ୍ଟୋବର,ଦୁତୀୟ ଶନିବାର l ୧୩ ଅକ୍ଟୋବର,ବୁଧବାର -ମହାଷ୍ଟମୀ l ୧୪ ଅକ୍ଟୋବର,ଗୁରୁବାର -ମହା ନବମୀ l ୧୫ ଅକ୍ଟୋବର,ଶୁକ୍ରବାର -ଦଶହରା l ୧୮ ଅକ୍ଟୋବର,ସୋମବାର -ଇଦ୍ ମିଲନ l ୨୩ ଅକ୍ଟୋବର,ଚତୁର୍ଥ ଶନିବାର l
ନଭେମ୍ବର –
୪ ନଭେମ୍ବର,ଗୁରୁବାର-ଦିୱାଲୀ l ୬ ନଭେମ୍ବର,ଶନିବାର -ଭାଇଦୂଯ l ୧୩ ନଭେମ୍ବରଦୁତୀୟ ଶନିବାର l ୧୫ ନଭେମ୍ବର,ସୋମବାର-ଦୀପାବଳୀ l ୧୯ ନଭେମ୍ବର ଶୁକ୍ରବାର -ଗୁରୁନାନକ ଜୟନ୍ତୀ l ୨୭ ନଭେମ୍ବର,ଚତୁର୍ଥ ଶନିବାର l
ଡିସେମ୍ବର –
୧୧ ଡିସେମ୍ବର,ଦୁତୀୟ ଶନିବାର l ୨୫ ଡିସେମ୍ବର ,ଶନିବାର-କ୍ରୀସ୍ମାସ

Nalco
Leave A Reply