ବାଲିତୁଠ,୨୫/୫ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ୍ ୪ ନଂ ଜୋନରେ ନିର୍ବାଚନ ପ୍ରଚାରକୁ ଯୋରଦାର କରିଛନ୍ତି।ନିର୍ବାଚନ ପ୍ରଚାରରେ ଜୋନ ଅଞ୍ଚଳର ଶହ ଶହ ବିଜେଡି କର୍ମୀ ଓ ସମର୍ଥକ ମାନେ ଯୋଗଦେଇଥିଲେ।ଶ୍ରୀ ଜେନା ପ୍ରଥମେ କୁଞ୍ଜବିହାରୀ ଜଗନ୍ନାଥଙ୍କୁ ଦର୍ଶନ କରି ଏକ ବାଇକ୍ ଶୋଭାଯାତ୍ରାରେ ଗଡକୁଜଙ୍ଗ,ନୂଆଗାଁ,ଢ଼ିଙ୍କିଆ,ବାଲି
