Odisha news

୬୬୦କେଜି ଗଂଜେଇ ଜବତ

0

ବାଲିଗୁଡା ; ବାଲିଗୁଡା ପୋଲିସକୁ ଏକ ସଫଳତା ମିଳିଛି । ଆଜି ବାଲିଗୁଡା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ସୁଚନା ଦେଇଛନ୍ତି । ସୁଚନା ମୁତାବକ ବାଲିଗୁଡା ଥାନା ଅନ୍ତର୍ଗତ ମହାଶିଙ୍ଗି ପଂଚାୟତର ଜାର୍କେପଡା ଜଙ୍ଗଲରେ ଗଂଜେଇକ ୁ ଗଛିତ ପେକେଟ କରି ବାହାରକୁ ଚାଲାଣ କରିବାକୁ ଯୋଜନା କରୁଥିଲେ ଏହି ସମୟରେ ବାଲିଗୁଡା ପୋଲିସ ଉକ୍ତ ସ୍ଥାନରେ ଚଢଉ କରି ଗଂଜେଇକୁ ଜବତ କରିଛନ୍ତି କିନ୍ତ ୁ ଗଂଜେଇ ମାଫିଆ ମାନେ ପୋଲିସକୁ ଦେଖି ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ଜବତ ଗଂଜେର ମୁଲ୍ୟ ୨୦ଲକ୍ଷଟଙ୍କାର ୁ ଉର୍ଦ୍ଦ ହେବ ବୋଲି ଆକଳନ କରାଯାଇଛ ି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ, ଏସଆଇ ସଂଜୟ କୁମାର ସ୍ୱାଇଁ ଓ କିଶୋର ଚନ୍ଦ୍ର ପ ୍ରଧାନ ଉପସ୍ଥିତ ଥିଲେ ।

Leave A Reply