ବାଲିଗୁଡା,୧୯/୧୨- ;ଗୋଟିଏ ଚିକେନ ଦୋକାନରେ ଗ୍ୟାସହାଣ୍ଡି ଫାଟି ଜଣେ ଗୁରୁତର ହୋଇଛନ୍ତି । ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଂଚାୟତରେ । ପ୍ରତ୍ୟେକ ଦିନଭଳିଆଜି ମଧ୍ୟ ଚିକେନ ଦୋକାନରେ ଚିକେନ କାଟିବା ନିମନ୍ତେ ଗରମପାଣି କରିବାକୁ ଗ୍ୟାସ ଲଗାଇଥିଲେ କିନ୍ତୁ ହଠାତ ଗ୍ୟାସହାଣ୍ଡି ଫାଟି ଯାଇଥିଲା । ଯାହାଫଳରେଚ ଦୋକାନି ରତନ ଦିଗାଳ ଗୁରୁତର ଆହାତ ହୋଇଛନ୍ତି ଓ ଦୋକାନରେ ନିଆଁ ଲାଗିଯାଇଛି । ଗୁରୁତର ଅବସ୍ଥାରେ ରତନକୁ ପ୍ରଥମେ ଉପଖଣ୍ଡ ଚିକିସôାଳୟ ବାଲିଗୁଡାକୁ ନେଇଥିଲେ ସେଠି ପ୍ରାଥମିକ ଚିକିସôା କରାଇବା ପରେ ଅବସ୍ଥା ଗୁରୁତର ିଥିବାରୁ ଜିଲ୍ଲାଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥାନକୁ ଦମକଳ ବାହିନୀ ପହଁଚି ଲାଗିଥିବା ନିଆଁ କୁ ଆୟତ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରଛନ୍ତି ।