Odisha news

ବିବେକ ଭାରତୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ବାଲେଶ୍ୱର : ଡଗରପଡ଼ାସ୍ଥିତ ବିବେକଭାରତୀ ସେବାଶ୍ରମ ପକ୍ଷରୁ ଡଗରପଡ଼ା କେନାଲ ପାଶ୍ୱର୍ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ଗଣେଷାନନ୍ଦ ପୁରୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଔପଦା ଫରେଷ୍ଟ ରେଞ୍ଜର ବବିତା ସରେନ୍, କଳାକାର ଦୈତାରୀ ପଣ୍ଡା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରପ୍ରସାଦ ପଣ୍ଡା, ବିଶ୍ୱରୂପ ମହାରାଜ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ପଣ୍ଡା, ସମାଜସେବୀ ଅଜୟ ପ୍ରଧାନ, ହୃଷିକେଶ ବେହେରା, ମଳୟ ମହାପାତ୍ର, ପ୍ରଜ୍ଞାଭାରତୀ ପାକଳ, ମିନାକ୍ଷୀ ଦଳେଇ, ମହେନ୍ଦ୍ର ସାହୁ, ରାମ ଦାସ, ଲକ୍ଷ୍ମଣା ନନ୍ଦ, ଅଚୁ୍ୟତା ନନ୍ଦ, ନିଗମା ନନ୍ଦ, ନରେନ୍ଦ୍ର ବେହେରା ଓ ଗୋକୁଳାନନ୍ଦ ଦଳେଇଙ୍କ ସମେତ ବହୁ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ

IEC 2 years
Leave A Reply