Odisha news

ପ୍ରମୋଦ ଭଗତଙ୍କୁଙ୍କୁ ଶୁଭେଚ୍ଛାର ସୁଅ : ଅଭିନନ୍ଦନ ଜଣାଇଲେ ବୈଜୟନ୍ତ

ଟୋକିଓଠାରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛାର ସୁଅ , ଟୁଇଟ କରି ବୈଜୟନ୍ତ ଲେଖିଛନ୍ତି ଯେ ପ୍ରମୋଦ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି ।

ସେ ଜଣେ ଚାମ୍ପିଅନ, ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ । ସେ ଉଲ୍ଲେଖନୀୟ ଅଧ୍ୟବସାୟ ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି । ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କର ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ତାଙ୍କୁ ଶୁଭେଚ୍ଛା ।

Shares