Odisha news

ଭାରତର ଆକ୍ସନ ରେ ପାକିସ୍ତାନ ସ୍ଟକ ଏକ୍ସଚେଞ୍ଜ ଥରହର

ପାକିସ୍ତାନ ର ପହଁଲଗାମ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୨୮ ପର୍ଯ୍ୟଟକ ଙ୍କ ମୃତ୍ୟୁ ପରେ ଭାରତ ଯେଉଁ କୂଟନୈତିକ ପଦକ୍ଷେପ ଉଠାଇଛି, ତାହା ବର୍ତମାନ ପାକିସ୍ତାନ ର ଝାଳ ବୁହାଇ ଦେଇଛି, ଲଗାତାର ଦ୍ଵିତୀୟ ଦିନ ପାକିସ୍ତାନ ର…
Read More...

ଭାରତରେ ରିଲିଜ ହେବ ନାହିଁ ପାକିସ୍ତାନ କଳାକାର ଫଵାଦ ଖାନ ଙ୍କ ଚଳଚିତ୍ର ‘ଅବୀର ଗୁଲାଲ ‘

ପହଁଲଗାମ ଆତଙ୍କୀ ଆକ୍ରମଣ ମଧ୍ୟରେ ପାକିସ୍ତାନ ଚଳଚିତ୍ର ଜଗତର ଆଗଧାଡିର କଳାକାର ଫବାଦ ଖାନ, ତାଙ୍କର ଆଗାମୀ ବଲିଉଡ ଚଳଚିତ୍ର 'ଅବୀର ଗୁଲାଲ ' କୁ ଖୁବ ବିରୋଧ ପ୍ରଦର୍ଶନ ଜାରି ରହିଛି, ସୋସିଆଲ ମିଡିଆରେ ଲୋକେ ଚଳଚିତ୍ର କୁ…
Read More...

ପହେଲଗାମ ଆକ୍ରମଣ ପରେ ପାକିସ୍ତାନ ଉପରେ କ୍ରୀକେଟିଙ୍ଗ ଷ୍ଟ୍ରାଇକ , ହେବନାହିଁ PSL ଟେଲିକଷ୍ଟ

ଜାମୁ କାଶ୍ମୀର ର ପହେଲଗାମ ରେ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛି , ସାରା ଭାରତରେ ଏହି ଘଟଣା ପାଇଁ ଦୁଃଖର ଛାୟା , କେନ୍ଦ୍ର ସରକାର ଆକ୍ସନ ଉପରେ ଆକ୍ସନ ନେବାରେ ବ୍ୟସ୍ତ,…
Read More...

କାଶ୍ମୀର ରେ ଆତଙ୍କବାଦର ପାଳନ ପୋଷଣ ର ସମ୍ପୂର୍ଣ କାହାଣୀ

ଜମ୍ମୁକାଶ୍ମୀର ରେ ଭାରତୀୟ ପର୍ଯ୍ୟଟକ ଙ୍କ ଉପରେ ବଡ଼ ଧରଣର ଆକ୍ରମଣ ରେ ୨୮ ଜଣ ନିରୀହ ପର୍ଯ୍ୟଟକ ଙ୍କ ଜୀବନ ଚାଲିଯାଇଛି, ଏହି ଘଟଣାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଛି, କାଶ୍ମୀର ର ଅର୍ଥବ୍ୟବସ୍ଥା ଅଧିକ ମାତ୍ରା ରେ…
Read More...

ରେଳ ଭିତ୍ତିଭୂମିରେ ପ୍ରମୁଖ ପରିବର୍ତ୍ତନ ଆଣିଛି ଅମୃତ ଷ୍ଟେସନ ଯୋଜନା : କେବିକେ (KBK) ଅଞ୍ଚଳରେ ସଂଯୋଗୀକରଣକୁ …

ଭୁବନେଶ୍ୱର, 23 ଏପ୍ରିଲ, 2025 : ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର KBK (କଳାହାଣ୍ଡି-ବଲାଙ୍ଗିର କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ…
Read More...

ସେଲ୍‌ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ…

ଭୁବନେଶ୍ୱର :  ବିଶ୍ୱର ଏକ ନମ୍ବର ଏଆଇ ସିଆର୍‌ଏମ, ସେଲ୍‌ସଫୋର୍ସ ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉତ୍କଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉତ୍କଳ…
Read More...

ଜାତୀୟ ପଞ୍ଚାୟତ ରାଜ ଦିବସରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ବଣ୍ଟନ

ତିହିଡି,୨୪/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଛି । ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ବିଏସଏସଓ ନୀହାର ରଞ୍ଜନ ରାଉତଙ୍କ…
Read More...

ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ , ଜିଲ୍ଲାର ଦୃତ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ…

ନୂଆପଡ଼ା -୨୩/୪ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର…
Read More...

ବାଲିଗୁଡାରେ ଜାତୀୟ ପାଞ୍ଚୟତରାଜ ଦିବସ ଫିକା ପଡିଲା : ଯୋଗ ଦେଲେନି ଲୋକ ପ୍ରତିନିଧି , ଖାଲି ପଡିଲା ଚେୟାର

ବାଲିଗୁଡା ,ତା, ୨୪/୦୪ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତ ରାଜ ଦିବସ କୁ ରାଜ୍ୟ ସ୍ତରରେ ୩୧୪ ବ୍ଲକ ଓ ବିଭିନ୍ନ ପଞ୍ଚାଯତ ସ୍ତରରେ ଏହାକୁ ପାଳନ  ଧୁମ ଧାମରେ କରାଯାଇ ଥିଲା। କିନ୍ତୁ…
Read More...

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ। ବିଭିନ୍ନ ପଞ୍ଚାୟତ ପୁରସ୍କୃତ ଓ  ହିତାଧୀକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ

ନୂଆପଡା -୨୪/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡାରେ  ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ପୋଲିସ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି…
Read More...