ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି
ବଲିଉଡ୍ର ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ଆଜି ୮୮ ବର୍ଷରେ ପାଦ ଥାପିଛନ୍ତି। ସେ ବଲିଉଡ୍କୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଏଯାବତ ସେ ପ୍ରାୟ ୧୨ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ ସେ ମରାଠୀ, ବଙ୍ଗାଳୀ,…
Read More...
Read More...