Odisha news

ଅଷ୍ଟ୍ରେଲିଆରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି ଓଡ଼ିଆ ଡ଼ାକ୍ତର

0

ବଲାଙ୍ଗୀର, ୧୯।୩ : ବଲାଙ୍ଗୀରର ମୂଳବାସିନ୍ଦା ଡ଼ା. ଚିତ୍ତରଞ୍ଜନ ଯୋଷୀ ଅଷ୍ଟ୍ରେଲିଆରେ କରୋନା ଆକ୍ରାନ୍ତକୁଂ ଚିକିସିା କରିବାରେ ଗୁରୁଦାୟୀତ୍ୱ ନିର୍ବାହ କରୁଛନ୍ତି । ବିଶ୍ୱକୁ ଦୋହଲାଇଦେବା ଭଳି କରୋନା ଭାଇରସ କୋଭେଟ-୧୯ର ସଫଳ ମୁକାବିଲା କରିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆ ଆର୍ଡିଲେଡ୍‌ ସ୍ଥିତ ମହିଳା ଓ ଶିଶୁ ବିଶେଷଜ୍ଞ ଭାବେ ଡ଼ାକ୍ତର ଯୋଷୀ ସେଠାକାର ଆଇସିୟୁରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ । ସାରା ବିଶ୍ୱକୁ ବ୍ୟାପୀଥିବା ମହାମାରୀ କରୋନା ଭାଇରସକୁ ମୁକ୍ତି ପାଇବା ପାଇଁ ଦିନ ରାତି କାର୍ଯ୍ୟରତ ଅଛନ୍ତି ଡ଼. ଯୋଶୀ । ପ୍ରକାଶ ଥାଉକି ୩୫୦ରୁ ଊଦ୍ଧ୍ୱର୍ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାଙ୍କ ମଧ୍ୟରୁ ୩୨ ଜଣ ହେଉଛନ୍ତି କେବଳ ଦକ୍ଷିଣ ଅଷ୍ଟ୍ରେଲିଆର । ତନମଧ୍ୟରୁ ୧୦ ଜଣ ଶିଶୁ ଅଛନ୍ତି ।

Leave A Reply