Odisha news

ତିଗିରିଆ ଗଡ଼ଜାତର ମହାରାଣୀ ରାସ ମଞ୍ଜରୀ ଦେବୀ ୯୬ ବର୍ଷ ବୟସରେ ପରଲୋକ ହୋଇଛି।

0

ଆଠଗଡ଼ ତା ୨୬/୨/୨୩ ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟୀକା ତଥା ତିଗିରିଆ ଗଡ଼ଜାତ ର ମହାରାଣୀ ରସମଞ୍ଜରୀ ଦେବୀ ଆଜି  ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ମୃତ୍ୟୁ ବେଳକୁ ୯୬ ବର୍ଷ ହୋଇଥିଲା। ତିଗିରିଆ ଗଡ଼  ର ଶେଷ ମହାରାଣୀ ରାସମଞ୍ଜରି ଦେବୀ ଅସୁସ୍ଥ ହୋଇ ପଡ଼ିଥିଲେ। ଡାକ୍ତର ଙ୍କ କହିବା ଅନୁଯାୟୀ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବା ପରେ ସାରା ଆଠଗଡ଼ ଏବଂ ତିଗିରିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Nalco
Leave A Reply