।ଅସ୍ତରଙ୍ଗ,,ପୁରୀ ଜିଲ୍ଲା,ଅସ୍ତରଙ୍ଗ ବ୍ଲକ ର ମେରାଇନ ଥାନା ଅଧୀନ ନାନପୁର ଗ୍ରାମରୁ ବୁଧବାର ଅପରାହ୍ନରେ ଏକ ସନ୍ଦିଗ୍ଧ ପାରାକୁ ଉଦ୍ଧାର କରା ଯାଇଅଛି । ଏହି ପାରାଟି କିଛିଦିନ ହେବ ଆଖ ପାଖରେ ବୁଲାବୁଲି କରୁଥିଲା । ପାରା ଏହି ଗ୍ରାମର ଜଣଙ୍କର ପୋଷା ପାରା ସଙ୍ଗରେ ରହିବା ପାଇଁ ଆସିଲା ବେଳେ, ଘର ଲୋକ ଧରିଥିଲେ । ପାରା ଗୋଡ଼ରେ ଗୋଟେ ପିତଳ ଓ ଗୋଟେ,ପ୍ଲାଷ୍ଟିକ ର ରିଙ୍ଗ ରହିଥିବା ଓ ସେଥିରେ ପିତଳ ରିଙ୍ଗ rady v,s,p ଲେଖା ଥିବା ବେଳେ,ପ୍ଲାଷ୍ଟିକ ରେ31ଲେଖା ଅଛି । ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା,ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛନ୍ତି ।
