Odisha news

ଅସ୍ତରଙ୍ଗରେ ୨ କରୋନା ପଜିଟିଭ

0

ଅସ୍ତରଙ୍ଗ : ଅସ୍ତରଙ୍ଗରେ ୨ କରୋନା ପଜିଟଭ ବୁଧବାର ଦିନ ଚିହ୍ନଟ ହୋଇଥିବା ଜଣାପଡିଅଛି । ଉକ୍ତ ଦୁଇ ଯୁବକ ବାହାରେ ରହି ଘରକୁ ଫେରିଥିଲେ , ତେବେ ଘରେ ରହିଥିବା ସମୟରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ମେଡିକାଲ ଟିମ୍ ଖବର ପାଇ କେନ୍ଦ୍ରପାଟି ଗ୍ରାମ ପଂଚାୟତର ନୂଆସାହି ଓ ତାଳଦା ଗ୍ରାମ ପଂଚାୟତର ତାଳଦା ଗ୍ରାମରେ ପହଁଚିବା ପରେ ତାଙ୍କ ସ୍ୱାର୍ବ ଟେଷ୍ଟ ପାଇଁ ପଠାଇବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ବତ୍ତମାନ ସୁଦ୍ଧା ଏହି ଦୁଇ ଜଣଙ୍କୁ ମିସାଇ ଅସ୍ତରଙ୍ଗରେ ମୋଟ କରୋନା ପଜିଟିଭ ସଂଖ୍ୟା ୪୩ ବୋଲି ଅସ୍ତରଙ୍ଗର ମେଡିକାଲାର ସ୍ୱାସ୍ଥ୍ୟ ଅଧିକାରୀ ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

Nalco
Leave A Reply