Odisha news

ବିଜେଡିରେ ମିଶିଲେ କଂଗ୍ରେସର ସରପଂଚ ଓ ସମିତିସଭ୍ୟ ପ୍ରାଥୀ

0

ଏରସମା-୨୩/୦୮ : ଏରସମା ବ୍ଲକର ଗଡବିଷୁନପୁର ପ ଂଚାୟତରେ କଂଗ୍ରେସ ସମର୍ଥିତ ସରପ ଂଚ ପ୍ରାଥି ହୋଇଥିବା ବିମଲ ସେଠୀ ଓ ଗତ ପ ଂଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା କୃଷ୍ନଚନ୍ଦ୍ର ପ୍ରାଧାନ (କାଳିଆ) ଓ ଦାସମଠ ଗାଂର ଯୁବନେତା ସପନ ମଣ୍ଡଳ ଆଜି ଆନୁଷ୍ଠାନିକ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ।

ପ ଂଚାୟତର ସଭାପତି ବୈଂଶିଧର ପୁହାଣ ଓ ସ୍ଥାନୀ ୟସରପ ଂଚ ଙ୍କ ପ୍ରତିନିଧି ପ୍ରଭାକର ବେହେରା ଙ୍କ ଉଦ୍ୟମରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ ବାସ ଭବନରେ ମିଶିଥୀରେ । ନବିନ ସରକାର ଙ୍କ କାର୍ଯ୍ୟ କଳାପରେ ଆକୃଷ୍ଠ ହୋଇ ଏମାନେ ବିଜେଡି ଦଳରେ ମିଶିଲେ ବୋଲି ସୂଚନା ଦେଇଥିଲେ । ମିଶ୍ରଣ ପର୍ବରେ ଗୈାରାଙ୍ଗ ବେହେରା ,ରମେଶ ପ୍ରଧାନ ,ଦୀପକ ଦାସ , ଦୀପକ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply