Odisha news

ଆଉ ୩ କରୋନା ପଜିଟିଭ ଓଡ଼ିଶାରେ ଚିହ୍ନଟ

0

 

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଧୀରେ ଧୀରେ କରୋନା ସଂକ୍ରମଣ ବ୍ୟାପୁଥିବାର ଜଣାପଡିଛି | ଆଜି ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତିନି ଜଣ ପଜିଟିଭ ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି | ଏହି ତିନି ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଚିଲା |

ଆଜି ସକାଳେ ଭୁବନେଶ୍ୱରର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ସୂଚନା ମିଳିଥିଲା । ଏହି ବ୍ୟକ୍ତିଙ୍କର ବୟସ ୭୭ ବର୍ଷ । ସେ ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଚି | ଏଥିମଧ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୮ରେ.ପହଂଚିଛି ଏବଂ ମୃତକ ଙ୍କ ସଂଖ୍ୟା ୧

Leave A Reply