ଆଉ ଦୁଇ ସପ୍ତାହ ବଢ଼ିଲା ଲକ୍ଡାଉନ୍ ଅବଧି, ଏନେଇ ସୂଚନା ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶ- ବିଦେଶରାଜ୍ୟ By Last updated May 1, 2020 0 Share ନୂଆଦିଲ୍ଲୀ:ଆଉ ଦୁଇ ସପ୍ତାହ ବଢ଼ିଲା ଲକ୍ଡାଉନ୍ ଅବଧି, ଏନେଇ ସୂଚନା ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ। ଆଉ ଦୁଇ ସପ୍ତାହ ବଢ଼ିଲା ଲକ୍ଡାଉନ୍ ଅବଧିଏନେଇ ସୂଚନା ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ 0 Share