ଆନନ୍ଦପୁର : ଗାନ୍ଧୀ ଜୟନ୍ତୀ ରୁ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଙ୍କ ନେତୃତ୍ବରେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରୁଆ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରୁଆଁ ପଞ୍ଚାୟତ ର ବଣିଆପଶି ଗ୍ରାମରୁ ଆରମ୍ଭ ହୋଇ ଉଜୁଣୀ,ତରୁଆଁ,ମହୁରୀ,କେନ୍ଦୁଖୁନ୍ତା
