ଆନନ୍ଦପୁର : ଭାରତ ସରକାର କଂ ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ମନ୍ତ୍ରୀ ଶ୍ରୀମାନ ବିଶେଶ୍ଵର ଟୁଡୁ କୁଂ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ଗ୍ରାମ ଠାରେ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥିରାଜ କୁଅଁର କଂ ଘରେ ଆଜି ସମଦ୍ଧିତ କରିବା ଅବସରରେ ।ଏହି ସମଦ୍ଧର୍ନା କାଯ୍ୟକ୍ରମ ରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଘସିପୁରା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥିରାଜ କୁଅଁର, ଦେଓଗାଁ ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କୁମାର ପାତ୍ର, ବେଲବାହାଲି ମଣ୍ଡଳ ସଭାପତି ଶ୍ରୀ ଅନାଦୀ ଚରଣ ସାହୁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଉପସ୍ଥିତ ଥିଲେ।
