Odisha news

ଗଡ ବାନ୍ଧ ଗୋଡi ର ସମର୍ଜିତ୍ ଙ୍କୁ ଜାତୀୟ ତାୟୀକୋଣ୍ଡ ର ସ୍ଵର୍ଣ୍ଣ ପଦକ କେନ୍ଦୁଝର

0

ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ ବାନ୍ଧ ଗୋଡi ଗ୍ରାମ ର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଶ୍ରୀଯୁକ୍ତ ବିଚିତ୍ର କୁମାର ଚକ୍ର ଙ୍କ ଏକ ମାତ୍ର ପୁତ୍ର ତଥା ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଶେଷ ବର୍ଷ ଇଂରାଜୀ ସ୍ନାତକ ପ୍ରାପ୍ତ ଛାତ୍ର ଶ୍ରୀ ଶୁଭଙ୍କର ସମର୍ଜିତ ଚକ୍ର ସଦ୍ୟ ସମାପ୍ତ କଟକ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜାତୀୟ ଟାଇକୋଣ୍ଡ ପୁମ୍ସେ ର ସିନିୟର୍ ଇଭେଣ୍ଟ ରେ ଭାଗ ନେଇ କି ନିଜର ସୁନ୍ଦର ଖେଳ ପ୍ରଦର୍ଶନ କରିକ୍ ସ୍ଵର୍ଣ୍ଣ ପଦକ ହାସଲ କରି ଚଳିତ ବର୍ଷ ଆମ ନବ ନିଯୁକ୍ତ ଯୁବ କ୍ରୀଡା ଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଙ୍କ ର    ଠାରୁ ସ୍ଥାନୀୟ ସାଂସଦ ଭର୍ତୃହରି ଜି ମହତାବ ଏବଂ ବିଶ୍ବ ତୈକୋଣ୍ଡ ସଂଘ ଆଉ ଜାତୀୟ ସ୍ତରର କର୍ମକର୍ତ୍ତା ଙ୍କର୍ ଗହଣରେ ଓଡ଼ିଶା ପ୍ରଦେଶ ସଂଘ ର ସଭାପତି ଶ୍ରୀ ଚିନ୍ମୟ ସାହୁ ସମ୍ପାଦକ ଚିନ୍ମୟ ବେହେରା କଟକ ସଂଘର ଶ୍ରୀ ପ୍ରସନ୍ନ ରାଉତ ଆଉ ଭୁବନେଶ୍ୱର ର ସୁଦୀପ୍ତ ନନ୍ଦ ସର୍ବୋପରି କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତ ରାୟ ପ୍ରମୁଖ ଙ୍କ ଉପସ୍ଥିତ ରେ ପଦକ ଗ୍ରହଣ କରିଥିଲେ।ଏହାକୁ ନେଇ ସାରା କେନ୍ଦୁଝର ଜିଲ୍ଲା କ୍ରୀଡ଼ା ପ୍ରେମୀ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଛି ଆଉ ସୂଚନା ଥାଇ ପ୍ରକାଶ ଯୋଗ୍ୟ କି ଯେ ପଦକ ବିଜେତା ଶ୍ରୀ ଶୁଭଙ୍କର ସମର ଜୀତ ଚକ୍ର ଏମିତିକି ଦୀର୍ଘ ବାର ବର୍ଷ ଧରି କ୍ରମାଗତ ଭାବେ ଛୁଆ ବେଳୁ ଆଜି କିଶୋର ର ଏହି ଅବସ୍ଥା ପର୍ଯ୍ୟନ୍ତ ଏହି ତାଇକୋଣ୍ଡୋ ଖେଳ ରେ ନିଜର ବି ଅଧ୍ୟବସାୟ ଜାରୀ ରଖି ବହୁ ପଦବୀ ବି ହାତେଇ ଥିବା ବେଳେ ଏବେ ତାଙ୍କ ନିକଟକୁ ଚାରି ଆଡ଼ୁ ବହୁ ଶୁଭ କାମନା ସହିତ ଶୁଭେଚ୍ଛା ର ସୁଅ ବି ଛୁଟିଁ ଥିବା ବେଳେ ଏହାକୁ ନେଇ କି ତାଙ୍କ ପ୍ରତିକ୍ରିୟା ରେ ନିଜର ଶୁଭେଚ୍ଛୁ ଓ ପିତା ମାତା ଙ୍କ ସହ ସବୁ ଶ୍ରେୟ ଶ୍ରୀ ତାଙ୍କ କୋଚର୍ ତଥା ବିଶିଷ୍ଟ କ୍ରୀଡ଼ା ବିତ ଶ୍ରୀଯୁକ୍ତ ଚିନ୍ମୟ ବେହେରା ଙ୍କୁ ପ୍ରଦାନ କରିଛନ୍ତି।

Leave A Reply