Odisha news

କାହିଁକି AIMIM ମୁଖ୍ୟ ଓବେଶୀ ସୁରକ୍ଷା ନେବାକୁ ଗୃହ ମନ୍ତ୍ରଣାଳୟ କୁ ମନା କଲେ

0
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ହାପୁଡ ରେ AIMIM ଅଧକ୍ଷ ଅସବୁଧିନ ଓବେଶି ଙ୍କ କାର ଉପରକୁ ଆକ୍ରମଣ ମାମଲାରେ କୌଣସି ଫଳାଫଳ ଦେଖା ଯାଉନାହିଁ । ଆଜି ରାଜ୍ୟ ସଭା ଗୃହ ମନ୍ତ୍ରୀ ଅମିତ୍ ଶାହା ଓବେସି ଙ୍କୁ ସୁରକ୍ଷା ଦେବାକୁ କଥା କହିଥିଲେ । କିନ୍ତୁ ସେ ତାହାକୁ ମନା କରି ଦେଇଛନ୍ତି ।
ଓବେସୀ କହିଛନ୍ତି ସୁରକ୍ଷା ଦେବାର ଆବଶ୍ୟକତା ନାହିଁ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଆହ୍ବାନ କୁ ସମ୍ମାନ ଜଣାଇ ଓବେଷୀ କହିଛନ୍ତି ତାଙ୍କୁ ସୁରକ୍ଷାର ଆବଶ୍ୟକତା ନାହିଁ । ଓବେଶୋ ଙ୍କ ଗାଡ଼ି ଉପରକୁ ଆକ୍ରମଣ ହେବା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହା ତାଙ୍କୁ ବୁଲେଟ୍ ପ୍ରୁଫ୍ କାର ଓ z ପ୍ଲସ ଶିକ୍ୟୁରିଟି ନେବା ପାଇଁ ଅପିଲ କରିଥିଲେ । କିନ୍ତୁ ସେ ତାହାକୁ ନେବା ପାଇଁ ମନା କରି ଦେଇଥିଲେ ।
ଓବସୀ ଗୋଟିଏ ସଭାକୁ ଉଦବୋଧନ ଦେଇ ଫେରୁ ଥିବା ସମୟରେ ତାଙ୍କ ଗାଡ଼ିକୁ ଆକ୍ରମଣ ହୋଇଥିଲା । ଅବେଶି ଏହାର ନିଷ୍ପକ୍ଷ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
IEC 2 years
Leave A Reply