Odisha news

ଭୁବନେଶ୍ୱର ଏମ୍ ସ୍ ପରିସରରେ ଅଗ୍ନିଶମ ସେବା କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ଙ୍କ ମଞୁରୀ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ ସ୍ AIIMS ପରିସରରେ ଏଟ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି ।ଏହି କେନ୍ଦ୍ର ରେ ଜଣେ station officer ଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । AIIMS ପରି ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନ ର ଅଗ୍ନି ନିରାପତ୍ତା କୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ SCB medical college cuttack .MKCG medical college Berhampurଏବଂ VIMSAR Burla ରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି ।
ସାରା ରାଜ୍ୟରେ ବର୍ତ୍ତମାନ 338ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି।

Comments are closed.