Odisha news

ଭାରତୀୟ ଜଳସେନା ପକ୍ଷରୁ ମହିଳାମାନଙ୍କ ପାଇଁ ଅଗ୍ନିବୀର ନିଯୁକ୍ତି

0

ନୂଆଦିଲ୍ଲୀ : ଭାରତୀୟ ଜଳସେନା ପକ୍ଷରୁ ମହିଳାମାନଙ୍କ ନିଯୁକ୍ତ ପାଇଁ ୨୦୨୨ – ୨୩ ଅନୁସାରେ ଭାରତୀୟ ନୌସେନା ଅଗ୍ନିବୀର ରେ ଭର୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସିଲାଣି l ଯେଉଁ ଇଛୁକ ପାର୍ଥୀମାନେ ଅନଲାଇନ ରେ ଆବେଦନ କରିନାହାନ୍ତି ସେମାନେ ବାୟୁସେନା ର ଅଧିକାରିକ ୱେବସାଇଟ joinindiannavy.gov.in କୁ ଯାଇ ୩୦ ଜୁଲାଇ ୨୦୨୨ ପୂର୍ବରୁ ଆବେଦନ ଫର୍ମ ଭରି ପାରିବେ l ଭାରତୀୟ ବାୟୁସେନା ରେ ୨୦ ପ୍ରତିଶତ ଅଗ୍ନିବୀର ମହିଳା ମାନଙ୍କୁ ଭର୍ତି କରାଯିବ l

ଭାରତୀୟ ଜଳସେନା ଅଗ୍ନିବୀର ଭାରତ ୨୦୨୨ ଅଭିଯାନ ମାଧ୍ୟମରେ ସମୁଦାୟ ୨୦୦ ଖାଲି ସ୍ଥାନ ଝିଅ ମାନଙ୍କ ରହିଛି l ସର୍ବ ପ୍ରଥମେ ଅଗ୍ନିବୀର ହେବା ପାଇଁ ଝିଅମାନେ ଅବିବାହିତା ହେବା ଜରୁରୀ l
କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ ରୁ ୧୦ମ ପାସ କରିବା ନିହାତି ଆବଶ୍ୟକ l ଆୟୁ ସୀମା ୧୭ ରୁ ୨୧ ବର୍ଷ ମଧ୍ୟରେ ସୀମିତ ରହିବା ଜରୁରୀ l କେବଳ ଆୟୁ ସୀମା ୨୩ ବର୍ଷ ରହିଛି l
ଉଚ୍ଚତା – ୧୫୨ ସେଣ୍ଟିମିଟର ଅର୍ଥାତ ୪ ଫୁଟ ୧୧ ଇଞ୍ଚ l ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ନୋଟିଫିକେସନ କୁ ଧ୍ୟାନ ଦେଇ ପଢନ୍ତୁ l

Ad2
Leave A Reply