Odisha news

ସମଗ୍ର ଦେଶରେ ୯୦୯୨୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ , ୩୪୧୦୮ ଜଣ ସୁସ୍ଥ ,୨୮୭୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ମେ ୧୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୦୯୨୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୪୧୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୮୭୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୯ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୨୯ ଜଣ, ଗୁଜରାଟରେ ୬୨୫ ଜଣ, ହରିୟାଣାରେ ୧୩ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୨ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୬ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୪୩ ଜଣ, ମହାରାଷ୍ଟ୍ରରେ ୧୧୩୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୬ ଜଣ, ତାମିଲନାଡୁରେ ୭୪ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୦୪ ଜଣ ଏବଂ ପଶ୍ଚମବଙ୍ଗରେ ୨୩୨ ଜଣ

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୩୫୫), ଅରୁଣାଚଳ ପ୍ରଦେଶ (୧), ଆସାମ (୯୨), ବିହାର (୧୧୭୯), ଚଣ୍ଡିଗଡ଼ (୧୯୧), ଛତିଶଗଡ଼ (୬୭), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୯୩୩୩), ଗୋଆ (୧୭), ଗୁଜରାଟ (୧୦୯୮୮), ହରିୟାଣା (୮୮୭), ହିମାଚଳ ପ୍ରଦେଶ (୭୮), ଜମ୍ମୁ ଓ କଶ୍ମୀର (୧୧୨୧), ଝାଡ଼ଖଣ୍ଡ (୨୧୭) କର୍ଣ୍ଣାଟକ (୧୦୯୨), କେରଳ (୫୮୭), ଲଦାଖ (୪୩), ମଧ୍ୟପ୍ରଦେଶ (୪୭୮୯), ମହାରାଷ୍ଟ୍ର (୩୦୭୦୬), ମଣିପୁର (୭), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୭୩୭), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୪୬), ରାଜସ୍ଥାନ (୪୯୬୦), ତାମିଲନାଡୁ (୧୦୫୮୫), ତେଲେଙ୍ଗାନା (୧୫୦୯), ତ୍ରିପୁରା (୧୬୭), ଉତ୍ତରାଖଣ୍ଡ (୮୮), ଉତ୍ତରପ୍ରଦେଶ (୪୨୫୮) ଓ ପଶ୍ଚିମବଙ୍ଗ (୨୫୭୬) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୩୫୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୧), ବିହାର (୪୫୩), ଚଣ୍ଡିଗଡ଼ (୫୧), ଛତିଶଗଡ଼ (୫୬), ଦିଲ୍ଲୀ (୩୯୨୬), ଗୋଆ (୭), ଗୁଜରାଟ (୪୩୦୮), ହରିୟାଣା (୫୧୪), ହିମାଚଳ ପ୍ରଦେଶ (୪୩), ଜମ୍ମୁ ଓ କଶ୍ମୀର (୫୪୨), ଝାଡ଼ଖଣ୍ଡ (୧୧୩), କର୍ଣ୍ଣାଟକ (୪୯୬), କେରଳ (୪୯୫), ଲଦାଖ (୨୨), ମଧ୍ୟପ୍ରଦେଶ (୨୩୧୫), ମହାରାଷ୍ଟ୍ର (୭୦୮୮), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧) ଓଡ଼ିଶା (୧୯୬), ପୁଦ୍ଦୁଚେରୀ (୯), ପଞ୍ଜାବ (୧୨୫୭), ରାଜସ୍ଥାନ (୨୮୩୯), ତାମିଲନାଡୁ (୩୫୩୮), ତେଲେଙ୍ଗାନା (୯୭୧), ତ୍ରିପୁରା (୬୪), ଉତ୍ତରାଖଣ୍ଡ (୫୧), ଉତ୍ତରପ୍ରଦେଶ (୨୪୪୧) ଓ ପଶ୍ଚିମବଙ୍ଗ (୮୭୨) ।

 

Leave A Reply