ଭଦ୍ରକ :ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସିାଳୟର ୬ଜଣ ଡାକ୍ତର ଓ ୧୦ଜଣ ଷ୍ଟାଫ୍ନର୍ସଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ହସ୍ପିଟାଲର ଆସିୟୁ କେୟାର ପ୍ରଶିକ୍ଷଣ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ କୋଭିଡ୍ ୧୯ ନୋଡାଲ ଅଫିସର ଡାକ୍ତର ଜୟନ୍ତ କୁମାର ପଣ୍ଡା ପ୍ରଦାନ କରିଥିଲେ ।
୭ଦିନ ପ୍ରଶିକ୍ଷଣ ନେଇଥିବା ଡାକ୍ତରମାନେ ହେଲେ-ଡାକ୍ତର ବେଣୁଧର ନାୟକ, ଡାକ୍ତର କାହ୍ନୁଚରଣ ପତି, ଡାକ୍ତର ଦୀପକ ଜେନା, ଡାକ୍ତର ମଳୟ ମହାଳିକ, ଡାକ୍ତର ପ୍ରଜ୍ଞା ପଣ୍ଡା ଓ ଡାକ୍ତର ସିନ୍ଧୁସୁଧା ନାୟକ ।
ସେହିଭଳି ୧୦ଷ୍ଟାଫନର୍ସ ହେଲେ-ଚିନ୍ମୟୀ ସ୍ୱାଇଁ, ନୀହାରିକା ନାୟକ, ସୁକାନ୍ତି ନାୟକ, କୁସୁମମଂଜରୀ ପାଢୀ, ବନିତା ପଣ୍ଡା, ସୁଜାତା ସାହୁ, ସସ୍ମିତା ରାଉଳ, ଟିକି ନାଏକ, ନିବେଦିତା ସାହୁ, ବିଷ୍ଣୁପ୍ରିୟା ପରିଡା । ତାଲିମପରେ ସମସ୍ତଙ୍କୁ ଡାକ୍ତର ଓ ନର୍ସଙ୍କୁ ପ୍ରମାଣ ପତ୍ର ଦିଆଯାଇଛି