Odisha news

5-ଟି ସଚିବ ଙ୍କୁ ଭେଟିଲେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ

0
ରଣପୁର… ରାଜ୍ୟ ରେ ସମସ୍ତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷ ନିର୍ବାଚନ   ସାରିବା ପରେ ନବନିର୍ବାଚିତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷ ମାନେ 5ଟି ସଚିବ ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ପାଇଁ ଗୁରୁମନ୍ତ୍ର ନେଇଛନ୍ତି.. ଏହି ପରିପକ୍ଷେ ନବୀନ ନିବାସ ଠାରେ ଆୟୋଜିତ ହୋଇଥିବା  ବୈଠକ ରେ ରାଜ୍ୟ ର ସମସ୍ତ ଅଧକ୍ଷ ଓ ଉପାଧକ୍ଷ ଯୋଗଦେଇଥିଲା ବେଳେ ନୟାଗଡ ଜିଲ୍ଲା ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ମଧ୍ୟ୍ୟ ଯୋଗଦେଇ 5ଟି ସଚିବ ଙ୍କ ଠାରୁ ଉପଦେଶ ନେଇଥିଲେ ଏବଂ  ନୟାଗଡ ଜିଲ୍ଲା ରେ ବିକାଶ ଦିଗ ରେ କାର୍ଯ୍ୟ କରିବା ସହିତ ସ୍ୱଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ ବିଶେଷ କରୀ ନବୀନ ସରକାର ଙ୍କ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା କୁ ଗୁରୁତ୍ୱ ଦେଉଥିବା ବେଳେ  ଜିଲ୍ଲା ରେ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଯୋଜନା କିଭଳି ଭାବେ ଗ୍ରାମାଞ୍ଚଳ ଗରୀବ ଲୋକଙ୍କ ପାଖରେ ସଠିକ ରୂପେ ପହଞ୍ଚି ପାରିବ ସେ ନେଇ ଆଲୋଚନ କରିଥିଲେ ଯାହାକୁ ନେଇ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ଙ୍କ ମନବଳ ବୃଦ୍ଧି କରିଥିବା ସହ ଜିଲ୍ଲା ର  ବିକାଶ ଦିଗ ରେ କାର୍ଯ୍ୟ କରିବା ନେଇ ବେଶ ସହାୟକ ହେବ ବୋଲି ବେଶ ଖୁସି ବ୍ୟକ୍ତ କରି ପ୍ରକାଶ  କରିଥିଲେ ଏବଂ  ଏହି କାର୍ଯ୍ୟକର୍ମ ରେ ଯୋଗ ଦେଇଥିବା  ସମସ୍ତ ଜିଲ୍ଲା ପରିଷଦ ଅଧକ୍ଷ ଓ ଉପାଧକ୍ଷ ଙ୍କ ସହିତ 5 ଟି ସଚିବ  ବ୍ୟକ୍ତିଗତ ଭାବେ ମିଶି ସେମାନଙ୍କ ଭଲମନ୍ଦ ବୁଝିବା ସହିତ ବିକାଶ ଦିଗ ରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସବୁ ବେଳେ ସବୁ ସମୟରେ ସୋସିଆଲ ମିଡ଼ିଆ ଜରିଆରେ ନବୀନ ନିବାସ ସହିତ ଯୋଡି ହୋଇ ରହିବାକୁ ପରାମର୍ଶ ଦେଇଥିଲେ….
IEC 2 years
Leave A Reply