Odisha news

ଅଧ କ୍ୱିଣ୍ଟାଲ୍‍ର ପଣସ

0

କେରଳ : କେରଳର ଜଣେ ଚାଷୀ ପରିବାର ପଣସ ଚାଷ କରିଛନ୍ତି ଯାହାର ଓଜନ ୫୧.୪ କେଜିରୁ ଅଧିକ । ଏବେ ସୁଦ୍ଧା ସବୁଠୁ ଭାରି ପଣସର ଓଜନ ୪୨.୭୨ କେଜି ଯାହାକୁ ପୁଣେରେ ଫଳିଥିଲା । ଏବେ କେରଳର ପୂର୍ବୋକ୍ତ ଚାଷୀ ତାଙ୍କ ବଗିଚାରେ ସବୁଠୁ ଅଧିକ ଓଜନିଆ ପଣସ ଫଳିଥିବା ଜାଣି ଗିନିଜ୍‍ ଓ ଲିମ୍‍କା ବୁକ୍‍ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି । ପଣସର ଫଟୋ ସୋସାଲ ମିଡିଆରେ ଭାଇରାଲ ହେଉଛି ।

Leave A Reply