Odisha news

ସିଗାରେଟ୍‌ ଟଙ୍କାରେଦୁଇ ମହଲା କୋଠା

0

କେରଳ :କେରଳର କୋଝିକୋଡ ନିବାସୀ ବେଣୁଗୋପାଳ ନାୟର୍‌ (୭୫)ସିଗାରେଟ୍‌ ଅଭ୍ୟାସ ଛାଡ଼ି ଟଙ୍କା ସଞ୍ଚୟ କରିଥିଲେ । ଏବେ ସେହି ଟଙ୍କାରେଦୁଇ ମହଲା କୋଠା ତିଆରି କରିଛନ୍ତି । ପୂର୍ବରୁ ସେ ଚେନ୍‌ ସ୍ମୋକର୍‌ଥିଲେ । ଗୋଟିଏ ଦିନରେ ପ୍ରାୟ ଦୁଇ ପ୍ୟାକେଟ୍‌ ସିଗାରେଟ ଟାଣୁଥିଲେ ।୧୪ ବର୍ଷ ବୟସରୁ ସ୍ମୋକିଙ୍ଗ୍‌ ଅଭ୍ୟାସ ଥିଲା । ୬୭ ବର୍ଷ ବୟସରେ ତାଙ୍କଛାତି ଦରଜ ହେବାରୁ ସିଗାରେଟ୍‌ ଅଭ୍ୟାସ ଛାଡ଼ି ୮ ବର୍ଷରେ ୫ ଲକ୍ଷରୁଅଧିକ ଟଙ୍କା ସଞ୍ଚୟ କଲେ । ସେ ଦିନକୁ ୧୫୦ ଟଙ୍କା ପର୍ଯ୍ୟନ୍ତସିଗାରେଟ୍‌ରେ ଖର୍ଚ୍ଚ କରୁଥିଲେ ।

Nalco
Leave A Reply