Odisha news

୧ ମିନିଟ୍‌ରେ ପିନ୍ଧିଲେ ୩୨ ସାର୍ଟ

0

ତାଲାବନ୍ଦରେ ଲୋକେ ଘରେ ରହି ବିଭିନ୍ନ କାରନାମା କରି ଦେଖାଉଛନ୍ତି । ୟୁଏସ୍‌ର ଡେବିଶ୍‌ ରସ୍‌ ଟିସାର୍ଟ ପିନ୍ଧି ନୂଆ ରେକର୍ଡ କରିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ୱାଲïର୍ ରେକର୍ଡ ଭାଙ୍ଗିବା ପାଇଁ ସେ ଗୋଟେ ମିନିଟ୍‌ରେ ୩୨ ଟି ସାର୍ଟ ପିନ୍ଧିଛନ୍ତି । ଅବଶ୍ୟ ଏଥିରେ ତାଙ୍କୁ ତାଙ୍କ ସ୍ତ୍ରୀ ଜେନିଫର୍‌ ସାହାଯ୍ୟ କରିଛନ୍ତି । ଡେଭିଶ୍‌ ଏମିତି ଏକ କାରନାମା ନିଜ ପିଲାଙ୍କ ସାମ୍ନାରେ ଘରର ଲିଭିଂ ରୁମ୍‌ରେ କରିଛନ୍ତି । ପ୍ରଥମେ ତଳେ ସମସ୍ତ ଟି-ସାର୍ଟ ରଖି ଗୋଟେ ପରେ ଗୋଟେ ପିନ୍ଧି ଓହ୍ଲାଇଲେ । ପୂର୍ବରୁ ଥିବା ୩୧ଟି ଟି-ସାର୍ଟ ପିନ୍ଧିବା ରେକର୍ଡକୁ ଡେଭିସ୍‌ ଭାଙ୍ଗିଛନ୍ତି । ଏବେ ସୁଦ୍ଧା ଡେଭିଶ୍‌ ୧୦୦ରୁ ଅଧିକ ଗିନିଜ୍‌ ବିଶ୍ୱ ରେକର୍ଡ କରିଛନ୍ତି ।

Leave A Reply

Your email address will not be published.