ଦିନେ ସ୍ପୋଟ୍ସୱମେନ ରହିଥିବା ନୀତୁ ଚନ୍ଦ୍ରା କହିଛନ୍ତି, ସେ ଆଥଲେଟ ପିଟି ଉଷାଙ୍କ ବାୟୋପିକ ନିର୍ମାଣ କରିବାକୁ ଚାହାନ୍ତି । ତାଙ୍କୁ ଲାଗୁଛି ପିଟି ଉଷାଙ୍କ କାହାଣୀ ବର୍ତ୍ତମାନର ୟଙ୍ଗଏଜରଙ୍କୁ ଇନସ୍ପୟାର କରିବ ଏବଂ ସେମାନେ ଖେଳକୁ ସିରିୟସଲି ଗ୍ରହଣ କରିବେ । ଏଇ ନିକଟରେ ନୀତୁଙ୍କୁ ପ୍ରୋ କବାଡି ଟିମ୍ ପାଟନା ପାଇରେଟ୍ସର କମ୍ୟୁନିଟି ଆମ୍ବାସଡର ନିଯୁକ୍ତ କରାଯାଇଛି । ନୀତୁଙ୍କୁ ଯେତେବେଳେ ପଚରାଗଲା, ଆପଣ କ’ଣ ସ୍ପୋଟର୍ସ ବାୟୋପିକରେ କାମ କରିବାକୁ ଚାହାନ୍ତି? ସେ କହିଥିଲେ, ‘ହଁ କ’ଣ ପାଇଁ ନକରିବି । ମୁଁ ନିଜେ ଜଣେ ସ୍ପୋଟର୍ସଗର୍ଲ । ମୁଁ ତିନି ତିନିଥର ଭାରତ ପାଇଁ ପ୍ରତିନିଧିତ୍ୱ କରିସାରିଛି । ମୁଁ ଏନବିଏ ବାସ୍କେଟବଲ ସହତ ଦୀର୍ଘ ୭ବର୍ଷ କାଳ ସାମିଲ ଥିଲି । ମୁ ଏବେ ବି ଖେଳ ଅବ୍ୟାହତ ରଖିଛି ଏବେ ମୁଁ ଚାହୁଁଛି ପିଟି ଉଷାଙ୍କ ବାୟୋପିକ କରିବା ପାଇଁ । ସେ କୁହନ୍ତି, ୍ସେ ଖୁସି ଯେ ଆଜିକାଲି ପ୍ରାୟ ଇଣ୍ଡିଆନ ସ୍ପୋଟର୍ସୱମେନଙ୍କ ଉପରେ ବହୁ ଫିଲ୍ମ ନିର୍ମାଣ ହେଉଛି । ‘ଗରମ ମସାଲା’ ଏବଂ ‘ଟ୍ରାଫିକ ସଗନାଲ’ ଭଳି ଫିଲ୍ମରେ କାମ କରିଥିବା ନୀତୁ କହିଛନ୍ତି, ଏଭଳି ଫିଲ୍ମ ଭାରତୀୟ ଝ ି ଅ ମ । ନ ଙ୍କ ୁ ସ୍ପୋଟର୍ସରେ ସମ୍ପୃକ୍ତେ ହ ବ । କ ୁ ଅ ନ ୁ ପ ୍ର । ଣ ି ତ କରିବ ।