Odisha news

କରୋନା ଚିହ୍ନଟ ପାଇଁ କୁକୁରକୁ ଟ୍ରେନିଂ

0

କରୋନା ଲଢ଼େଇରେ ଫିନଲାଣ୍ଡ୍‌ ସରକାର କୁକୁରଙ୍କୁ ସାମିଲ କରିଛନ୍ତି । କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି । ଏମାନେ ତୀବ୍ର ଘ୍ରାଣ ଶକ୍ତି ଦ୍ୱାରା କରୋନାଭାଇରସର ସନ୍ଧାନ ନେଇପାରିବେ । ହେଲସିଙ୍କି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ମତରେ କରୋନା ରୋଗୀଙ୍କ ୟୁରିନ୍‌ ନମୁନା ଶୁଙ୍ଘାଇ କୁକୁରଙ୍କୁ କରୋନାଭାଇରସ ଠାବ କରିବା ଟ୍ରେନିଂ ଦିଆଯାଉଛି । କୁକୁର କ୍ୟାନସର୍‌ ଓ ଅନ୍ୟ ରୋଗକୁ ଚିହ୍ନଟ କରୁଥିବାବେଳେ ଏବେ ଖୁବ୍‌ ସହଜରେ କରୋନା ରୋଗୀ ଚିହ୍ନଟ କରିବ । ମୁଖ୍ୟତଃ ସ୍ପେନିଶ ଗ୍ରେହାଉଣ୍ଡ କୁକୁରମାନଙ୍କୁ ତାଲିମ ଦିଆଯାଉଛି ।

Nalco
Leave A Reply