Odisha news

ଆଳୁ ପିଆଜ ପରେ ଆଳୁ ମହଙ୍ଗା

0

ଭୁବନେଶ୍ୱର, ୬।୧ : ପିଆଜ ପରେ ଆଳୁ ମହଙ୍ଗା । ୧୫ ଦିନ ତଳେ କିଲୋ ୧୮-୨୦ ଥିବା ଆଳୁର ଦର ଏବେ ଟପିଲାଣି ୩୦ । ରାଜ୍ୟର ନୂଆ ଆଳୁ ଅମଳରେ ବିଳମ୍ବ ଓ ପଶ୍ଚିମବଙ୍ଗରୁ ଆମଦାନୀ କମିବାରୁ ହଠାତ ବୃଦ୍ଧି ପାଇଛି ରୋଷେଇ ଘରର ଏ ମୁଖ୍ୟ ପରିବା ଦର । ଯାହାକୁ ନେଇ ଚିନ୍ତାରେ ଖାଉଟି । କଟକ ଛତ୍ର ବଜାରରେ ଆଜି ଆଳୁ କିଲୋ ୩୦ ଛୁଇଁଛି । ଏପଟେ ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା ।

Leave A Reply

Your email address will not be published.