ଚୀନ୍‌ର ଲେହେେ ଲ ଦ ୁ ଚିଡ଼ିଆଖାନାରେ ଜ ୀ ବ ଜ ; ୁେ ଖ । ଲ । େ ର ବୁଲନ୍ତି ଓ ପର୍ଯ୍ୟଟକ ପିଞ୍ଜରାରେ ବନ୍ଦ ହୋଇ ସେମାନଙ୍କୁ ଦେଖିଥାନ୍ତି । ଚୌଙ୍ଗକ୍ୱିଙ୍ଗ୍‌ ସହରରେ ଅବସ୍ଥିତ ଏହି ଚିଡ଼ିଆଖାନାକୁ ୨୦୧୫ରେ ଖୋଲାଯାଇଥିଲା । ଏଠାରେ ପିଞ୍ଜରାରେ ବନ୍ଦୀ ହୋଇଥିବା ଲୋକଙ୍କୁ ପଶୁଙ୍କ ପାଖକୁ ନିଆଯାଏ ଓ ସେମାନେ ଶିକାର ଆଶାରେ ପିଞ୍ଜରା ପାଖକୁ ଆସିଥାନ୍ତି । ପର୍ଯ୍ୟଟକମାନେ ପଶୁପକ୍ଷୀଙ୍କ ନିଜ ହାତରେ ଖାଦ୍ୟ ଖୁଆଇପାରିବେ । ଦର୍ଶକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଏ । ପିଞ୍ଜରାରେ ଥିବା ଲୋକ ଓ ପଶୁଙ୍କ ଉପରେ କ୍ୟାମେରା ସାହାଯ୍ୟରେ ୨୪ ଘଣ୍ଟା ନଜର ରଖାଯାଏ । ଚିଡ଼ିଆଖାନା ସଂରକ୍ଷକ କହିଛନ୍ତି ଆମେ ଦର୍ଶକଙ୍କୁ ଭିନ୍ନ ଓ ରୋମାଞ୍ଚକାରୀ ଅନୁଭବ କରାଇବା ସହ ସେମାନଙ୍କୁ ପଶୁଙ୍କ ଆକ୍ରମଣର ଫିଲ୍‌ ମଧ୍ୟ ହୋଇଥାଏ ।

LEAVE A REPLY

Please enter your comment!
Please enter your name here