ସମ୍ବଲପୁର,୪ା୧୨ : ସେପେଫମ୍ବର ୧ତାରିଖରୁ ନୂତନ ମୋଟର ଯାନ ଆଇନ ଲାଗୁ ହୋଇଥିଲା। ଆଇନ ଉଲ୍ଲଘଂନକାରୀଙ୍କ ଠାରୁ ପୂର୍ବ ଅପେକ୍ଷା ଅଧିକ ଫାଇନ୍‌ ଆଦାୟ କରାଯାଇଥିଲା। ନୂତନ ଆଇନକୁ କଡାକଡି ଭାବେ ଲାଗୁ କରାଯାଇଥିବା ବେଳେ ଏହାକୁ ନେଇ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ଫଳରେ ରାଜ୍ୟ ସରକାର କାଗଜପତ୍ର ପାଇଁ ୩ମାସ ସମୟ ଅବଧି ଦେଇଥିଲେ। ଏହା ନଭେମ୍ବର ୩୦ତାରିଖରେ ଶେଷ ହୋଇଥିବା ବେଳେ ପୁଣି ସରକାର ଏହାର ସମୟ ଅବଧିକୁ ବଢାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here