ତେନ୍ତୁଳିଖୁଣ୍ଟି:-ନବରଙ୍ଗପୁର ଜିଲ୍ଲା ଦୀର୍ଘ ଦିନ ଧରି ଦେଖିବା କୁ ମିଳୁନ ଥିଲା ଗରୁଡ଼ ପକ୍ଷୀ।କାଳେ ଲପ ପାଇଯାଇଥିବେ ଭାବୁଥିଲା ଲୋକେ ଗରୁଡ଼ ପକ୍ଷୀ ବଂସ ମୈଦଲ ପୁର ବନ ବିଭାଗ ଅଧିନସ୍ତ ମାଝୀଗୁଡା ଗ୍ରାମ ରେ ଦେଖିବା ପାଇଁ ମିଳିଛି ଗରୁଡ଼ ପକ୍ଷୀ।ଗାଁରେ ଥିବା ଶୁଖିଲା ଗଛ କଟା ହେବା ପରେ ସେଠାରେ ପାଞ୍ଚ ଟି ଗରୁଡ଼ ପକ୍ଷୀ ଉଦ୍ଧାର କରାଯାଇଛି।
ସେଥିରୁ ଦୁଇଟି ପକ୍ଷୀ ମରିଯାଇଥିବା ବେଳେ ବର୍ତ୍ତମାନ ତିନଟି ଶାବକ ବଂଚିତ ଥିବା ସୂଚନା ମିଳିଛି।ଗରୁଡ଼ ପକ୍ଷୀ ଉଦ୍ଧାର ହାଇଥିବା ଖବର ପାଇ ଅଞ୍ଚଳରଶତାଧିକ ଭିଡ ଦେଖିବା କୁ ମିଲିଛି।ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦାଇତ୍ଵ ରେ ଅବହେଳା ଜଗୁ ଜଙ୍ଗଲ କ୍ଷେୟ ହଇ।ଏଭଳି ଅନେକ ଜୀବଜନ୍ତୁ ଙ୍କ ବଂଶ ବିଲୁପ୍ତ ହେବାରେ ଲାଗିଛି।ଜୀବଜନ୍ତୁ ସୁରକ୍ଷା ନିମନ୍ତେ ଅଂଚଳ ବାସୀ ଦାବି କରିଛନ୍ତି।