ଭୁବୁନେଶ୍ୱରର,୨୨ା୧୦ : ଶ୍ରୀ ମନ୍ଦିରକୁ ବିଶ୍ୱର ଐତହି ୍ୟ କରବିାକୁ ପରିସର ନିକଟରୁ ୭୫ ମିଟର ଉଚ୍ଛେଦ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ । ଏନେଇ ଶ୍ରୀମନ୍ଦିର ପକ୍ଷରୁ ମାମଲା ଲଢୁଥିବା ଓକିଲ ଶେ୍ୱତକେତୁ ମିଶ୍ର ସୂଚନା ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କୀତ ମାମଲାରେ ରାଜ୍ୟ ସରକାରଙ୍କ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟ ଉପରେ ଆଲୋଚନା ହୋଇଛି । ନିକଟରେ ଆମିକସକ୍ୟୁରି ଓ ସଲିସିଟର ଜେନେରାଲ ପୁରୀ ଗସ୍ତ କରି ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟକୁ ଅବଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here