ବିଗ୍ ବସ୍ ୧୩ କଣ୍ଟେଷ୍ଟାଣ୍ଟ୍ ଶେହନାଜ୍ ଗିଲ୍ ଦର୍ଶକଙ୍କ ହୃଦୟ ଜିତିବା ପାଇଁ ସମସ୍ତ ପ୍ରୟାସ କରିଚାଲିଛନ୍ତି । ତାଙ୍କର ଫଟୋ ହେଉ ବା ଭିଡିଓ, ଖୁବ୍ ଭାଇରାଲ ହୋଇଥାଏ । ଏବେ ଏକ ଭିଡିଓରେ ଶେହନାଜଙ୍କ ‘ଲେକେ ପହଲା ପହଲା ପ୍ୟାର୍’ରେ ଜବରଦସ୍ତ ସ୍ୱାଗ୍ ଦେଖିବାକୁ ମିଳିଛି । ତାଙ୍କ ଫ୍ୟାନ୍ପେଜ୍ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରିଛି । ଏଥିରେ ସେ ରେଡ୍ ଓ ବ୍ଲାକ୍ ଆଉଟଫିଟ୍ରେ ନଜର ଆସିଛନ୍ତି । ବ୍ଲାକ୍ ଗଗଲ୍ସ ପିନ୍ଧି ଜବରଦସ୍ତ ଡାନ୍ସ କରୁଛନ୍ତି । ସେ ନିଜର ଗୀତ ଓ ଚାହାଣୀ ପାଇଁ ପଞ୍ଜାବ ସିନେମାନେ ନæô କମାଇଛନ୍ତି । ସେ ବିଗ୍ ବସ୍ ୧୩ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି । କିଛିଦିନ ପୂର୍ବେ ତାଙ୍କ ଆଲବମ୍ ‘କୁର୍ତା ପାଜାମା’ ରିଲିଜ୍ ହୋଇଥିଲା ଯେଉଁଥିରେ ସେ ସିଙ୍ଗର୍ ଟୋନି କMରଙ୍କ ସହ ନଜର ଆସିଥିଲେ । ଏହି ଭିଡିଓ ଫ୍ୟାନ୍ଙ୍କୁ ଖୁବ୍ ପସନ୍ଦ ଆସିଥିଲା ।