କଟକ :କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍ପିଟାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଅ ।ଁକୁ ଅ ।ୟତ କରିଥିଲେ ।
ସୂଚନା ଅନୁଯାୟୀ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍ପିଟାଲର ହେମାଟୋଲୋଜି ବିଭାଗରେ ପ୍ରାୟ ୪୦ ଜଣ ରୋଗୀ ଏହାର ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଥିଲେ । ବୁଧବାର ମଧ୍ୟାହ୍ନ ୧୨ ଟା ବେଳେ ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ନିଅ ।ଁ ଲାଗିଯିବା ପ୍ର·ରେ ହେବା କ୍ଷଣି ରୋଗୀଙ୍କୁ ଧରି ସେମାନଙ୍କ ସମ୍ପର୍କୀୟମାନେ ବାହାରକୁ ଚାଲି ଆସିଥିଲେ । ଖବର ପାଇ ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here