ସମ୍ବଲପୁର : ଆରଟିଓରୁ ଦଲାଲ ଗିରଫ ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ପାଇଁ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଆରଟିଓ ଅଫିସ ଓ ଚିକିସିାଳୟକୁ ଦଲାଲ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି। ଏଭଳି ସ୍ଥଳେ ସମ୍ବଲପୁର ଆରଟିଓ ଅଫିସରେ ଯାନବାହାନ ପଞ୍ଜିକରଣ ନାମରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଦାବୀ କରୁଥିବା ଅଭିଯୋଗରେ ଶତୃଘନ ବିଭାର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ଏଥିସହ ଜଣେ ନାବାଳକକୁ ଅଟକ ରଖା ଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here