ଭୁବନେଶ୍ୱର  :  ଭୁବନେଶ୍ୱର ରୁଚିକା ମାର୍କେଟ୍‌ରେ ଅଗ୍ନିକାଣ୍ଡ। ମାର୍କେଟର ଏକାଧିକ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ତେବେ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି । ଅଗ୍ନିକାଣ୍ଡର କ୍ଷୟକ୍ଷତି ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି

LEAVE A REPLY

Please enter your comment!
Please enter your name here