ରମ୍ଭା-୦୯/୦୯/୨୦୨୦ ମଙ୍ଗଳବାର ଦିନ ସାବୁଳିୟା ଗ୍ରାମପଞ୍ଚାୟତ ର ଉତ୍କଳମଣି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ପରିସରରେ ମହାମାରୀ କରୋନା ଭୁତାଣୁ ଙ୍କୁ ଦୃଷ୍ଟିରେ ରଖିସରପଞ୍ଚ ସିଦ୍ଧାର୍ଥ ଶଙ୍କର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ4ଜଣିଆ ସ୍ବାସ୍ଥ୍ୟ ଟିମ ପଜେଟିଭି ମୁକ୍ତ୧୦୦କିଟ ଆଣ୍ଟିଜେନ ସ୍ୱାବ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ଆଇ. ଏ.ଏସ ପାଲୁର ପାଟୱାରୀ,୯ଜଣ ଆଙ୍ଗନୱାଡି ଦିଦି ସଂଧ୍ୟାରଣୀ ପଣ୍ଡା, କମଳିନୀ ପଟ୍ଟନାୟକ, କଳ୍ପନା ରାଣୀପଣ୍ଡା, କେ.କୁମାରୀ ପ୍ରଧାନ,ସୁକୁମାରି ବେହେରା, ଉଷ।ରାଣୀ ଗୌଡ଼, ସୁମତି ଆଚାରି, ରୁନୁ ନାହାକ, ଏ. ଏନ. ଏମ ମନୋରମା ବିନ୍ଧାଣି, ୱାର୍ଡ ମେମ୍ବର ଶଶୀ ପ୍ରଧାନ, ଜି. ଆର. ଏସ ନରେନ୍ଦ୍ର ବେହେରା, କୋଭିଡ ମନିଟର ବିଷ୍ଣୁ ବେଜ, ସି. ଆର. ପି ଓ ଏମ. ବି.କେ ପ୍ରମୂଖ ସାମିଲ ହୋଇ ବାଦଭୂମି ସାହିରେ ପ୍ରାୟ ପରୀକ୍ଷା କରାଯାଇ କରୋନା ପଜେଟିଭି ମୁକ୍ତ ଜଣାପଡିବା ପରେ ପଂଚାୟତ ବାସୀ ଆଶ୍ୱସ୍ତ ଅନୁଭବ କରିଥିଲେ। ଏଥିସହ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପାଲୁର ପାଟୱାରୀ ଙ୍କ ଜନକଲ୍ୟାଣ ପଦକ୍ଷେପ ସଧାରଣ ରେ ଭୁୟସିଂ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here