କଂଟାବାଂଜି : କଂଟାବାଂଜି ରେଲବାଇ ପ୍ରୋଟେକ୍ସନ ଫୋର୍ସ ଦ୍ୱାରା ଷ୍ଟେସନରେ ଯାଞ୍ଚ କରୁଥିବା ବେଳେ ପ୍ଲାଟଫର୍ମ ନଂ. ୨ ରେ ଜଣେ ୧୦ବର୍ଷିଆ ନାବାଳିକାଟି ଷ୍ଟଲ ପାଖରେ ବସି କାନ୍ଦୁଥିବା ଦେଖି ଶୁକ୍ରବାର ସକାଳ ୧୦ଟା ବେଳେ ଉଦ୍ଧାର କରିଛି । ଉକ୍ତ ନାବାଳିକାକୁ ଉଦ୍ଧାର ପରେ ସ୍ଥାନୀୟ ଷ୍ଟେସନ ମେନେଜରକୁ ଖବର ଦେବା ସହିତ ରେଲବାଇ ନିୟମ ଅନୁସାରେ ଷ୍ଟେସନ ଡାଏରି ନଂ.୫୦୦୨ରେ ଅଭିଯୋଗ ଦର୍ଜ ହୋଇଛି ।

LEAVE A REPLY

Please enter your comment!
Please enter your name here