ଭୁବନେଶ୍ୱର : କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି | ଆସନ୍ତା ୨୫ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ | ସେ କଟକ ଓ ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ | ସକାଳ ୧୦ଟାରେ ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମିଳନୀରେ ଯୋଗଦେବେ ଓ ଅପରାହ୍ନରେ କଟକରେ ବାଲିଯାତ୍ରା ପଡିଆରେ ସାଧାରଣସଭାରେ ଉଦବୋଧନ ଦେବେ | ଏ ନେଇ ପିସିସି ପକ୍ଷରୁ ସୂଚନା ଦିଆଯାଇଛି |

LEAVE A REPLY

Please enter your comment!
Please enter your name here